Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhati Mahapatra

Inspirational Children

3  

Prabhati Mahapatra

Inspirational Children

ପିତୃଶକ୍ତିର ଅନୁଭୂତି

ପିତୃଶକ୍ତିର ଅନୁଭୂତି

1 min
203


ସେ ମୋର ଭବିଷ୍ୟଦ୍ରଷ୍ଟା

ମୋ ଅନ୍ତର କଥାକୁ ଶୀଘ୍ର ଲକ୍ଷ୍ୟ କରନ୍ତି,

ସେ ତ ଆମର ଭରଣ ପୋଷଣ କର୍ତ୍ତା

ଆମେ ଦେଖିଛୁ ପ୍ରଗାଢ଼ ସ୍ନେହ ବନ୍ଧନ,

ଆଖିରେ ଟିକିଏ ଲୁହ ଦେଖିଲେ ମହମ

ଭଳି ତରଳି ଯାଆନ୍ତି..... 

ରୌଦ୍ରତାପରେ ସିଝି ସିଝି ଅର୍ଥ ରୋଜଗାର,

ହାଡ଼ଭଙ୍ଗା ଶୀତକୁ ବି ଭ୍ରୂକ୍ଷେପ ନାହିଁ ।

ସର୍ବଦା ମୋର ଉଜ୍ଜଳ ଭବିଷ୍ୟ ପାଇଁ ଚେଷ୍ଟିତ

ମୋ ବାପା ଜଗତରେ ହିରୋ ....

ସେ ମୋ ଅନ୍ତରଙ୍ଗ ସାଥୀ

ଯାହାଙ୍କ ପାଖରେ ନିର୍ଦ୍ଵନ୍ଦ୍ୱରେ ଢାଳି ଦିଏ

ମନର ଯେତେ ସୁଖ ଦୁଃଖ ।

ପ୍ରତ୍ୟେକ ପ୍ରାଣୀଙ୍କୁ ମୋ ବାପା ଭଳି

ବ୍ୟକ୍ତିଙ୍କ ସୌଭାଗ୍ୟ ପ୍ରାପ୍ତ ହେଉ ......


Rate this content
Log in

Similar oriya poem from Inspirational