Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Kumar Tripathy

Tragedy

4  

Prafulla Kumar Tripathy

Tragedy

ପିଣ୍ତଦାନ

ପିଣ୍ତଦାନ

1 min
486


ସନାତନ ଧର୍ମ ପ୍ରଥା ପରମ୍ପରା

ଉତ୍ତର ପିଢିଙ୍କ କର୍ମ

ମହାଳୟ ଶ୍ରାଦ୍ଧ ପିତୃ ପୁରୁଷଙ୍କୁ

ସମର୍ପଣେ ହିନ୍ଦୁ ଧର୍ମ ।


ଗଙ୍ଗା ଗୟା ଗୋଦାବରୀ

ନର୍ମେଦେ ସିନ୍ଧୁ କାବେରୀ

ପ୍ରଭାସ ପ୍ରୟାଗ

ଆହ୍ଲାବାଦ ବାରଣାସି

ଶ୍ରାଦ୍ଧ ତର୍ପଣ ଶ୍ରଦ୍ଧାରେ

କରୁଥାନ୍ତି ପିଣ୍ତଦାନ ।


ଭାଦ୍ରବ କୁୃଷ୍ଣପକ୍ଷ ପ୍ରତିପଦା ଠାରୁ

ପନ୍ଦର ଦିନ ପର୍ଯ୍ଯନ୍ତ

ପିତୃପକ୍ଷ ହୁଏ ପିଣ୍ତଦାନ ପାଇଁ

ତର୍ପଣରେ ଅପ୍ଯାୟତ ।


ବାହାରେ ନଖାଏ ଘର ବଡପୁଅ

ହୁଏ ନାହିଁ କ୍ଷୌରବାର

ବ୍ରାହ୍ମଣ ଭୋଜନ ପଡିଶା ଭୋଜନ

ଦେଉଥାନ୍ତି ପୁତ୍ରଗଣ ।


ବର୍ଷ ତମାମ ଅପେକ୍ଷା କରନ୍ତି

ପିଣ୍ଡପାଇଁ ପିତୃଗଣ

ଆବାହନେ ଆସିଥାନ୍ତି ପାଇବାକୁ

ମହାଳୟ ପିଣ୍ତଦାନ

ମର୍ତ୍ତରେ ଅଦୃଶ୍ଯ ଭ୍ରମଣ କରନ୍ତି

କହେଟି ହିନ୍ଦୁ ଦର୍ଶନ ।


Rate this content
Log in

Similar oriya poem from Tragedy