STORYMIRROR

BANITA SAHU

Abstract

2  

BANITA SAHU

Abstract

ପିମ୍ପୁଡିର ସ୍ବପ୍ନ ହେଲା ବସ୍ତବତା

ପିମ୍ପୁଡିର ସ୍ବପ୍ନ ହେଲା ବସ୍ତବତା

1 min
310

ସ୍ବପ୍ନ ଥିଲା ମୋର ଅସୁମାରି

ଭାବନା ଥିଲା ମୋ କାଳ୍ପନିକ

ବଞ୍ଚିରହୁଥିଲି ମୁଁ ବାସ୍ତବତାରେ

ଦେଖିଥିଲି କେତେ ସ୍ବପ୍ନ

ପୂରଣ ହେବ କି ମୋର ସେହି ଅବାସ୍ତବ ସ୍ବପ୍ନ

ଛୋଟ ଜୀବଟିଏ ମୁହିଁ

ଏତେବଡ ଦୁନିଆରେ କିପରି ପୂରଣ ହେବ ମୋ ସ୍ବପ୍ନ

ମୋ ଜୀବନ କାଳ ମଧ୍ଯରେ ହୁଏତ ମୁଁ କାହାରି କାର୍ଯ୍ଯରେ ସାହାର୍ଯ୍ଯ କରିପାରନ୍ତି ତାହା ହେଲେ ମୋ ଜୀବନ ଧନ୍ଯ ହୋଇଯାନ୍ତା

ହଠାତ୍ ରାସ୍ତାରେ ଯିବା ସମୟରେ

ଘରାରେ ଛୋଟ୍ ପଟ୍ ହେଉଛି ବାଇଚଡେଇଟି

ଏହା ଦେଖି ମନ ମୋର ହେଲା ଅସ୍ତିର

ନିଜ ମାନବତ୍ତ୍ବକୁ ସାଉଁଟି ଆଣି

ନିଜକୁ ଛୋଟ ନଭାବି ମନରେ ଦ୍ଠଢ ବାନ୍ଧି ମୋ ହାତୀ ସାଙ୍ଗକୁ

ଡାକି ଆଣି ବାଇଚଡେଇ ମୁହଁ ପାଣି ଛିଞ୍ଛି ଥିବାରୁ ବାଇଚଡେଇଟି

ବଞ୍ଚିଯାଇଥିଲା

ମନରେ ରଖ ସଙ୍କଳ୍ପ

ନିଶ୍ଚୟ ପୂରଣ ହେବ ସ୍ବପ୍ନ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract