STORYMIRROR

Suresh chandra Padhy

Inspirational

3  

Suresh chandra Padhy

Inspirational

ପିଲାଙ୍କ ସଫଳତା

ପିଲାଙ୍କ ସଫଳତା

1 min
140

ଆସ ପିଲେ ଆମେ ଭଲ ପାଠ ପଢିବା

ଭଲ ପାଠ ପଢି ଆମେ ସଫଳ ହୋଇବା

ତୁମ ସଫଳତା ପିତା ମାତା ଦେଖିବେ

ପିତା ମାତା ଦେଖି ଖୁସି ରେ ବିଭୋର ହେବେ

ତୁମ ପାଇଁ ପିତା ମାତା ସବୁ ଆଣି ଦେଲେ

କେତେ କଷ୍ଟ ସହି ତୁମକୁ ମଣିଷ କଲେ

ତୁମେ ଆଗକୁ ଗଲେ ପିତା ମାତା ଗର୍ବ କରିବେ

ତୁମକୁ ଜନ୍ମ ଦେଇ ନିଜେ ଖୁସି ହୋଇବେ

ତୁମେ ଉଚ୍ଚ ପଦ ପଦବୀ ଯେବେ ଲଭିବ

ତୁମ ଗୁରୁ ଜି ଶ୍ରମ ସାର୍ଥକ ହେବ

ତୁମ ପାଇଁ କେତେ କଷ୍ଟ ସେ କରିଲେ

ତୁମ ପାଇଁ ସବୁ କିଛି ବୁଝାଇ ଥିଲେ

ତୁମେ ଭଲ ପଢିଲେ ଗୁରୁ ଜି ଖୁସି ହୋଇବେ

ନିଜ ପରିଶ୍ରମ ସଫଳ ହେଇଛି ସେ ଜାଣିବେ

ପିତା ମାତା ଗୁରୁ ଙ୍କ କଥା ପାଳନ କରିବ

ତାଙ୍କରି ଆଶିଷରେ ତୁମେ ଜୀବନେ ସଫଳ ହୋଇବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational