STORYMIRROR

Manaswinee Dash

Inspirational

3  

Manaswinee Dash

Inspirational

ପିଲାଦିନର ସାଙ୍ଗ

ପିଲାଦିନର ସାଙ୍ଗ

1 min
346

ପିଲାଦିନର ସାଙ୍ଗ ଥିଲେ, 

ସବୁବେଳେ ଚାଲିଥିଲା କଳି, 

ସଦା ପରସ୍ପର କୁ ଦୋଷ ଦଉଥିଲେ, 

ଝଗଡା ଯାଉଥିଲା ସବୁଠୁ ବଳି। 


ଦିନ ପରେ ଦିନ ଗଡି ଚାଲିଲା, 

ପରସ୍ପର ହେଲା ବନ୍ଧୁତା, 

କଳି କମି ଚାଲିଲା, 

ମନର କୋଉ କୋଣରେ ପ୍ରିତି ହେଲା ସଂଚିତ। 


ଜଣାପଡିଲା ଧୀରେ ଧୀରେ ହଉଛି ପ୍ରେମ

ବୟସ ହେଲା ବୁଝିଲି ତା ମାନେ, 

ଏବେ ବାଛିଛି ତୋ ହାତ ଧରି ଯିବି, 

ଖୁସି ଭରିବ ଆମ ଜୀବନେ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational