ପିଲାଦିନର ସୄତି
ପିଲାଦିନର ସୄତି
ପିଲାଦିନ ବହୁତ ସୁଖରେ ବିତିଛି
ସାଙ୍ଗ ସାଥିଙ୍କ ସାଙ୍ଗେ ବେଳ ମୁଁ କାଟିଛି ।
ପିଲାଦିନେ ବହୁତ ଆନନ୍ଦ ପାଇଛି
ଖେଳିଖେଳି ଦିନ ସବୁ କାଟି ମୁଁ ଦେଇଛି ।
ଆଜି ମନେପଡେ ମୋର
ସେଇ ପିଲାଦିନର କଥା
କେତେ ଛୋଟ ଛୋଟ ସେଇ
ସାଙ୍ଗ ସାଥି ଙ୍କ କଥା । ମନେପଡେ ଛୋଟବେଳ ବୋହୁଚୋରି ଖେଳ
ଭାବିଲା ବେଳକୁ
ଆଖିରୁ ମୋ ବୋହେ ଅଶ୍ରୁରୁ ଝରଝର। ଭଲଥିଲା ସେଇ ଛୋଟବେଳ ଦିନ
ବଡ ହେଲା ପରେ ତାକୁ ଝୁରୁଥାଏ ମନ ।
ମାଡଗୋଳ କରି କେତେ କଜିଆ କରିଛୁ
କରି ସାଙ୍ଗ ସାଥି ଙ୍କ ମେଳ
ମନେପଡେ ଯେବେ ମିଠାମିଠା ସୄତି
ଯାହା ତ ଯାଇଛି ହଜି । ଫେରିବ ନାହିଁ ସେ
ଆଉ ମୋ ପାଖକୁ
ଯାଇଛି ସେ କେବେଠୁ ହଜି ।
