Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Monalisa Mallick

Others

4.3  

Monalisa Mallick

Others

ମା

ମା

1 min
246


ମା ହେଉଛି ଏମିତି ଏକ ଶବ୍ଦ  

ଥରେ ଡାକିଦେଲେ ଆନନ୍ଦ ଲାଗେ ।       

  

 ମା ମନ ଚାହେଁ ତାର ସନ୍ତାନ

  ସବୁବେଳେ ଖୁସିରେ ରହିଥାଏ ।     

          

ମା ନିଜେ ଦୁଃଖରେ ଥାଇ ମଧ୍ୟ    

    ତା ସନ୍ତାନ ଆଖିରେ ସେ ଲୁହ ଦେଖିପାରେନା ।


     ନିଜେ ଭୋକ ଉପାସରେ ରହି   

     ସନ୍ତାନ ପାଇଁ ଖାଦ୍ୟ ସଗ୍ରହ କରେ ଯିଏ 

      ସେ ହେଉଛି ମା ।        

        

  ପିଲାଟି ବଡ ହୋଇଗଲା ପରେ     

    ସେ ଭୁଲିଯାଏ ମା ର ସ୍ନେହ ଓ ମମତା ।


     ମା କୋଳରେ ଥରେ ମୁଣ୍ଡ ରଖ ଶୋଇଗଲେ   

      ଜୀବନରେ ଯେତେ ଦୁଃଖ ଥିଲେ ବି    

       ସବୁ ଦୁଃଖ ଭୁଲି ହୋଇଯାଏ ।     


   ଆଜିର ସମାଜରେ ମା ବୁଢୀ ହୋଇଗଲେ 

   ତାକୁ ତାର ସନ୍ତାନ ଭୁଲିଯାଉଛି । 

      

ମା କୁ ନେଇ ବୃଦ୍ଧାଆଶ୍ରମ ରେ ଛାଡିଆସୁଛି ।

  ସତରେ ସେ କଣ ଭୁଲିଯାଉଛି    

     ମା ର ସ୍ନେହ ଓ ମମତା ।       

     

     ମା କୁ ତାର ସନ୍ତାନ ମାଡମାରୁଛି  

      ବିବାହ ପରେ ସତରେ କଣ  

        ମା ଏତେ ପର ହୋଇଯାଉଛି ।


          ଯେତେ ଦୁଃଖ ଆସିଲେ ବି    

         ସବୁକିଛି ସହିଯାଇ ଯେ ହସୁଥାଏ  

              ସେ ହେଉଛି ମା ।             


Rate this content
Log in