ଅଭୁଲା ସୄତି
ଅଭୁଲା ସୄତି
1 min
190
ପ୍ରଥମ ଦେଖାରେ ପଚାରିଲ ତୁମେ
ତୁମେ ଯେ କିଏ ।
ସବୁ ଜାଣିକରି ଚାଲିଗଲା ଯିଏ
ତୁମକୁ ପର କରି ।
ଶେଷ ଦେଖାବେଳେ ଦେଇଗଲା ସିଏ
ଅନେକ ଲୁହର ବନ୍ୟା ।
ଗଲାବେଳେ କହିଦେଇ ଗଲା
ଭୁଲିଯିବ ମତେ ସିଏ ।
ଭୁଲିଗଲା ଯିଏ ଭୁଲିଯାଉ ପଛେ
ମୁଁ ତ ରଖିବି ମନେ ।
ମନେ ନ ପଡୁ ମୋ କଥା ତାର
ଖୁସିରେ ରହୁ ସେ ଦିନେ ।
ଗଢିଥିବା ସୌଧ ଭାଙ୍ଗିଦେଇ ଗଲା
ମନେ ତା ନ ପଡୁ ଦିନେ ।
ଭୁଲି ହେବ ନାହିଁ କଥା ତୋର ଯେତେ
କହିଥିଲୁ ମତେ ତୁହି
ଭୁଲିଗଲେ ତୁହି ଭୁଲିଯାଆ ପଛେ
ମୁଁ ତ ରଖିବି ମନେ ।