STORYMIRROR

Monalisa Mallick

Others

3  

Monalisa Mallick

Others

ଶ୍ରୀ ଜଗନ୍ନାଥ

ଶ୍ରୀ ଜଗନ୍ନାଥ

1 min
309

ବଡ ପ୍ରଭୁ ଶ୍ରୀ ଜଗନ୍ନାଥ

ତୁମକୁ ଦେଖିବା କେତେ ମହତ।

ପ୍ରତି ବର୍ଷ ପ୍ରଭୁ ତୁମ ରଥଯାତ୍ରା ଚାଲିଛି ଚାଲିବ ।

ଲକ୍ଷ ଲକ୍ଷ ଭକ୍ତଙ୍କର ଦୁଃଖ, କଷ୍ଟ

ଦୂର ହୋଇଛି ହୋଇବ ।

କେଡ଼େକେଡ଼େ ମହାପ୍ରଳୟ ଆସିଛି ।

ତଥାପି ଏହି ମଣିଷ ଜାତିଟା ବଞ୍ଚିଛି।

ତୁମରି ଯାତ୍ରାକୁ ଦେଖିବା ପାଇଁ

କେତେ ଯେ ଭକ୍ତ ଆସନ୍ତି ଧାଇଁ ।

ଏତିକି ମାଗୁଛି ପ୍ରଭୁ ତୁମକୁ ମୁହିଁ

ତମ ରଥଯାତ୍ରା କେବେ ବନ୍ଦ ନ ହେଉ।


Rate this content
Log in