PRATIKSHYA NAYAK
Inspirational Others Children
ନା’ ଥିଲ ଭାଇ ବାହାଘର ରେ
ନା’ ଦେଖିଲ ତମ ନାତି
‘ବାପା’ କାହିଁ ଚାଲିଗଲ ଏମିତି ।
ଆମେ ଆଉ କଳି କରୁନୁ
ଅଝଟ ହେଉ ନାହୁଁ ।
ଚୁପଚାପ୍ ସବୁ ଖାଇ ଦଉଛୁ
ସହି ଯାଉଛୁ ।
ତଥାପି ବାପା’
ରାସ୍ତା ପାର୍ ହେଲାବେଳେ,
ଡ଼ର ଲାଗୁଛି
ତମ ହାତ ଧରିବାକୁ,
ହାତ ଖୋଜୁଛି ।
ମୋ' ସୁନା ବାଳୁ...
ବାପା
ହୃଦୟର ନିଃଶବ୍ଦ ପରିଭାଷା ଯେତେବେଳେ ଅନ୍ୟ ହୃଦୟରେ ଘର କରି ବସେ___ ସେତେବେଳେ ଧନ୍ୟବାଦ ଦିଏ ପ୍ରଭୁଙ୍କୁ __... ହୃଦୟର ନିଃଶବ୍ଦ ପରିଭାଷା ଯେତେବେଳେ ଅନ୍ୟ ହୃଦୟରେ ଘର କରି ବସେ___ ସେତେବେଳେ ଧନ୍ୟ...
କିଛି ଲୋଡା ନାହିଁ ତୋର ନିର୍ମଳ ହୃଦୟ ବୁଲି ବୁଲି ଖୋଜୁ ଥାଉ ପାଗଳ ପରାୟ କିଛି ଲୋଡା ନାହିଁ ତୋର ନିର୍ମଳ ହୃଦୟ ବୁଲି ବୁଲି ଖୋଜୁ ଥାଉ ପାଗଳ ପରାୟ
ଦୁର୍ଗତି ନାଶିନୀ ଦୁଃଖ ଵିନାଶିନୀ ଦୁର୍ଗତି ନାଶିନୀ ଦୁଃଖ ଵିନାଶିନୀ
ସମର୍ପିତା ସୌଭାଗିନି ସମର୍ପିତା ସୌଭାଗିନି
ମାଆର ଚରଣ ଧ୍ୟାୟୁଥାରେ ମନ ମାଆର କରି ବନ୍ଦନା l ଯଥା କାଳେ ଆସି ପହଞ୍ଚିବୁ ମାଆ ଏତ ମାଆର ଚରଣ ଧ୍ୟାୟୁଥାରେ ମନ ମାଆର କରି ବନ୍ଦନା l ଯଥା କାଳେ ଆସି ପହଞ୍ଚିବୁ ମାଆ...
କବିତା ଅମୃତ ବର୍ଷଣ କରିଣ ଢାଳିଦେଲ ଦେଶପ୍ରେମ । ପ୍ରକୃତି ମାତାର ଯୋଗ୍ୟତମ ସୁତ କବିତା ଅମୃତ ବର୍ଷଣ କରିଣ ଢାଳିଦେଲ ଦେଶପ୍ରେମ । ପ୍ରକୃତି ମାତାର ଯୋଗ୍ୟତମ ସୁତ
ମାଲୋ ତୁହି ମୁକ୍ତି ଦାୟୀ ଦୁର୍ଗା ନାମ ଧ୍ୟାୟି ମୁଁ ଜପ କରଇ ପୁଣି..... ମାଲୋ ତୁହି ମୁକ୍ତି ଦାୟୀ ଦୁର୍ଗା ନାମ ଧ୍ୟାୟି ମୁଁ ଜପ କରଇ ପୁଣି.....
ଏତିକି ପ୍ରାର୍ଥନା ମୋହର ଦିଅ ତୁ ଆଶିଷ ପୟରେ ପ୍ରଣତି ତୋହର ଏତିକି ପ୍ରାର୍ଥନା ମୋହର ଦିଅ ତୁ ଆଶିଷ ପୟରେ ପ୍ରଣତି ତୋହର
ବୃଷଭ ବାହନ ଅବା ଗଜାନନ ପୃଷ୍ଠେ ମାତା ଅବତରି ଶୋହେ ତବ କର ଡମ୍ବରୁ ତ୍ରିଶୂଳ ବୃଷଭ ବାହନ ଅବା ଗଜାନନ ପୃଷ୍ଠେ ମାତା ଅବତରି ଶୋହେ ତବ କର ଡମ୍ବରୁ ତ୍ରିଶ...
ମଣିବୁ ଆଜିଠୁ ଶ୍ୱଶୁରଙ୍କୁ ପିତା ଶାଶୁଙ୍କୁ ନିଜର ମାତା କଲେ ସୁକର୍ତ୍ତବ୍ୟ ଦୁହିତା ହୁଅଇ ଦୁଇ କୁଳ ପ ମଣିବୁ ଆଜିଠୁ ଶ୍ୱଶୁରଙ୍କୁ ପିତା ଶାଶୁଙ୍କୁ ନିଜର ମାତା କଲେ ସୁକର୍ତ୍ତବ୍ୟ ଦୁହିତା ହୁଅଇ...
ଯୁଗେ ଯୁଗେ ଦ୍ରୌପଦୀ ଯୁଗେ ଯୁଗେ ଦ୍ରୌପଦୀ
ସମଗ୍ର ବିଶ୍ବରେ ସ୍ଵର୍ଣ୍ଣ ଅକ୍ଷର ରେ ଭାରତ ହିଁ ହେବ ଶ୍ରେୟ। ସମଗ୍ର ବିଶ୍ବରେ ସ୍ଵର୍ଣ୍ଣ ଅକ୍ଷର ରେ ଭାରତ ହିଁ ହେବ ଶ୍ରେୟ।
ଗୁରୁ ପାଦ ପଦ୍ମେ ରହୁ ମୋର ସଦା ମଥାନଥ କୃତଜ୍ଞତା ।। ଗୁରୁ ପାଦ ପଦ୍ମେ ରହୁ ମୋର ସଦା ମଥାନଥ କୃତଜ୍ଞତା ।।
ଗତ କଲ୍ୟାଣେ ଅବଦାନ ତାଙ୍କ ହେବନାହିଁ ଜମା ଶେଷ ।। ଗତ କଲ୍ୟାଣେ ଅବଦାନ ତାଙ୍କ ହେବନାହିଁ ଜମା ଶେଷ ।।
ସାରା ବସୁଧାକୁ ନିଜ କୁଟୁମ୍ବ ବିଚାରି। ସର୍ବେ ସନ୍ତୁ ସୁଖୀ ଭାବ ରହୁଟି ତୁମରି।। ସାରା ବସୁଧାକୁ ନିଜ କୁଟୁମ୍ବ ବିଚାରି। ସର୍ବେ ସନ୍ତୁ ସୁଖୀ ଭାବ ରହୁଟି ତୁମରି।।
ଆସ ଆସ ମାଆ ବିରାଜି ସଦନେ ସନ୍ତୋଷେ ଅଭୟ ଦିଅ ଆସ ଆସ ମାଆ ବିରାଜି ସଦନେ ସନ୍ତୋଷେ ଅଭୟ ଦିଅ
ଆକାଶ ଦର୍ପଣର ଜହ୍ନ ତାରା ଗହଳେ ରହିବାକୁ ଇଛା ତୁମର ବଳେ । ଆକାଶ ଦର୍ପଣର ଜହ୍ନ ତାରା ଗହଳେ ରହିବାକୁ ଇଛା ତୁମର ବଳେ ।
ମାନବିକତା ମାନବିକତା
ନାରୀ ତୁମେ ନାରାୟଣୀ ନାରୀ ତୁମେ ନାରାୟଣୀ
ପରମେଶ୍ବରଙ୍କ ପାଦେ ପରମେଶ୍ବରଙ୍କ ପାଦେ