STORYMIRROR

BANITA SAHU

Abstract

2  

BANITA SAHU

Abstract

ପିଲା ଦିନର ସ୍ବପ୍ନ

ପିଲା ଦିନର ସ୍ବପ୍ନ

1 min
342

ଦିନକର ଘଟଣା ଥିଲାା

ସେତେବେଳେ ମୁଁ ତ୍ଠତୀୟ ଶ୍ରେଣୀରେ ପଢୁଥିଲି

ଆଜିବି ମନେ ଅଛି ସେ ଦିନର ସ୍ବପ୍ନ

ଭୂଲି ହୁଏନା ପିଲା

ବେଳର ଶେହି ଅଭୂଲା ସ୍ମୁତି

ବହୂ ଦିନ ତଳେ ଦେଖିଥିଲି ଏକ ସ୍ବପ୍ନ

ଏହି ସ୍ବପ୍ନ ଥିଲା ମୋର ଶେଷ ସ୍ବପ୍ନ

ଅନ୍ଧାର କୋଠରିରେ ଶୋଇଥିଲି ଏକା ମୁଁ

ସତେ ଜେମିତି ଘୋଡାରେ ବସି ଘୁରି ବୁଲୁଛି ମୁଁ

କେହିଜଣେ ଆସି କହୁଛି ମତେ

ଘୋଡା ନେ ହାତୀ ନେ ଖେଳିବୁ କେତେ

ମୁଁ କହୁଛି ତାଙ୍କୁ ମୋ ମାଁଙ୍କ ହାତ ତିଆରି

ମାଟି ଖେଳନା ଅଛି ମୋ ପାଖେ

ଦରକାର ନାହିଁ ତୁମ ହାତୀ ଘୋଡା

ନେଇଯାଅ ଏଠୁ ରଖିଥାଅ ତୁମ ପାଖେ

ସ୍ବପ୍ନ ଦେଖି ନିଦ ମୋ ଭାଙ୍ଗିଗଲା

ଦେଖିଲା ବେଳକୁ ଶୋଇଚି ମୁଁ ମୋ ମାଁ କଳେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract