STORYMIRROR

RAJANIKANT CHOUDHURY

Children

3  

RAJANIKANT CHOUDHURY

Children

ପିଲା ବେଳ

ପିଲା ବେଳ

1 min
221

ହେ ସମୟ ଫେରିଆ ତୁ

 ମୋ ପିଲା ବେଳ ନେଇ 

ବଡ ହୋଇ କି ଭୁଲ ହେଲା

  ଅମାନିଆ ଏ ବୟସ ନଈ ।।


ହେ ସମୟ ଫେରିଆ ତୁ

  ମୋ ଅତୀତ ନେଇ 

ଇଚ୍ଛା ନାହିଁ ରହିବାକୁ

 ବୟସର ଆୟୁଧ ହୋଇ ।।


ହେ ସମୟ ଦେଇ ଯା ତୋ

    ଅଗଣିତ ଗତି 

ଦେଖି ପାରୁନି ତୋ ରୂପ

   ଜାଳି ସଞ୍ଜବତୀ ।।


ହେ ସମୟ ଦେଇଯାଆ ତୋ

   ସମାଧାନ ବାଟ 

ଅଯଥାରେ ବଞ୍ଚିଛି ମୁଁ

  କରି ଏତେ ନାଟ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children