Ranjulata Behera
Children
ସରସର ଗଡେ ସାଇକେଲ
ତରତର ହେଲା ମାଇକେଲ
ଗରଗର ଗରଜେ ଜେଜେ
ହରବର ବଚନ ହେଜେ ।
ଫରଫର ଆକାଶେ ନେତ
ଖରଖର ଗାଇବା ଗୀତ
ଘରଘର ଉଡେ ଜାହାଜ
ଚରଚର ଚିରେ କାଗଜ ।
ଥରଥର ଥରୁଛି ବୁଢୀ
ଭରଭର ବାସୁଛି ମୁଢି
ଝରଝର ଝରଇ ପାଣି
ଆସରେ ପିଇବା ଛାଣି ।
ପିଇବା ଛାଣି
ଚିକିଲ୍ ଚିକା
ଜେଜି ହେବନି ବା...
ରୁଷିଛି ମୋ ଜନ୍...
ପଡିଛି ଅନେକ ଦଶ...
ମୁନାର କବିତା ଲ...
ଭୂଲ ନାହିଁ ମୋ ...
ଜୀଇଁ ଥା ଅନ୍ୟର...
ଗୋଲାପ ଲୋ
ଜହ୍ନ ଗୋ ତୁମେ
ସକାଳୁ ସକାଳୁ ମୁହଁ ଧୋଉ ଧୋଉ ଚମକିଲା ଶୁଣି ମୀନା ଗତ କାଲି ରାତି ଟିଭିର ଖବର କହୁଅଛି ହସି ରୀନା ... ସକାଳୁ ସକାଳୁ ମୁହଁ ଧୋଉ ଧୋଉ ଚମକିଲା ଶୁଣି ମୀନା ଗତ କାଲି ରାତି ଟିଭିର ଖବର&nbs...
ବାପା ଙ୍କୁ ଚିଠି ଟିଏ 😭📜📜📜😭 ବାପା ..... ତୁମେ ପରା କହୁଥିଲ .... ବାପା ଙ୍କୁ ଚିଠି ଟିଏ 😭📜📜📜😭 ବାପା ..... ତୁମେ ପରା କହୁଥିଲ ....
ବାପା - ମାଆ ଯାହାଙ୍କ ବିନା ମୋ ଦୁନିଆ ଅନ୍ଧାର ସେମାନେ ମୋ ଜୀବନର ଗୋଟେ ଅଂଶ ନୁହନ୍ତି, ସେମାନେ ମୋ ଦୁନିଆ ଅଟନ୍ତି...... ବାପା - ମାଆ ଯାହାଙ୍କ ବିନା ମୋ ଦୁନିଆ ଅନ୍ଧାର ସେମାନେ ମୋ ଜୀବନର ଗୋଟେ ଅଂଶ ନୁହନ୍ତି, ସେମାନ...
ସବୁଜିମା ଭରେ ପ୍ରତି ଅଗଣାରେ ଆଶା ଓ ଆନନ୍ଦ ଆଣି ଫୁଲ, ଫଳେ ଯେବେ ଭରିଯାଏ ସିଏ କିଏ ବା ପାରିବ ଗଣି... ସବୁଜିମା ଭରେ ପ୍ରତି ଅଗଣାରେ ଆଶା ଓ ଆନନ୍ଦ ଆଣି ଫୁଲ, ଫଳେ ଯେବେ ଭରିଯାଏ ସିଏ&nb...
ଏହା ମହାପୁରୁଷଙ୍କ ବାଣୀ-“ଅଧର୍ମ ବିତ୍ତ ବଢେ଼ ବହୁତ, ଗଲାବେଳେ ଯାଏ ମୂଳ ସହିତ”। ଏହା ମହାପୁରୁଷଙ୍କ ବାଣୀ-“ଅଧର୍ମ ବିତ୍ତ ବଢେ଼ ବହୁତ, ଗଲାବେଳେ ଯାଏ ମୂଳ ସହିତ”।
ହେ ଫକୀରମୋହନ, ଓଡ଼ିଆ ଭାଷାକୁ ଗତିଶୀଳ କରି ପାରିଛି ତୁମ ସାଙ୍ଗଠନିକ ଦକ୍ଷତା ଓ ସୃଜନଶୀଳତା ହେ ଫକୀରମୋହନ, ଓଡ଼ିଆ ଭାଷାକୁ ଗତିଶୀଳ କରି ପାରିଛି ତୁମ ସାଙ୍ଗଠନିକ ଦକ୍ଷତା ଓ ସୃଜନଶୀଳତା
ରାଧାମୋହନ ଗଡ଼ନାୟକ ସ୍ମରଣେ ରାଧାମୋହନ ଗଡ଼ନାୟକ ସ୍ମରଣେ
ପ୍ରଭୁଂକ ଏ କି ରୂପ: ରଥ ବାହୁଡା ପ୍ରଭୁଂକ ଏ କି ରୂପ: ରଥ ବାହୁଡା
ମନେ ପଡ ଯେବେ ତୁମେ ଓ ସେ ଦିନର କଥା ମନେ ପଡ ଯେବେ ତୁମେ ଓ ସେ ଦିନର କଥା
ଭାବନା ରାଇଜେ ହଜି କିଛି ପାଇଗଲି ଭାବନା ରାଇଜେ ହଜି କିଛି ପାଇଗଲି
ପ୍ରକୃତିମାଆର ନିର୍ମଳ ଝରରୁ ପିଇଟିକେ ସୁଧା ଜଳ ପରମ ତୃପ୍ତିରେ ଭୁଞ୍ଜନ୍ତୁ ସରାଗେ ଜଙ୍ଗଲର ମିଠା ଫଳ ପ୍ରକୃତିମାଆର ନିର୍ମଳ ଝରରୁ ପିଇଟିକେ ସୁଧା ଜଳ ପରମ ତୃପ୍ତିରେ ଭୁଞ୍ଜନ୍ତୁ ସରାଗେ ଜ...
ସେଇ ସାଙ୍ଗ ସେଇ ସାଥି ସେଇ ଖେଳ ଦାଣ୍ଡ ଧୂଳି ପିଲା ଖେଳ ବୋହୁ ଚୋରି ତାର ସାଥେ ବାପାଙ୍କ ଗାଳି ଆଜି ସ... ସେଇ ସାଙ୍ଗ ସେଇ ସାଥି ସେଇ ଖେଳ ଦାଣ୍ଡ ଧୂଳି ପିଲା ଖେଳ ବୋହୁ ଚୋରି ତାର ସାଥେ ବା...
ସତ୍ୟ ନ୍ୟାୟ ଖାଲି ବହିରେ ସୀମିତ ସବୁଆଡେ ଅସ୍ଥି ବୁହା ଏ । ସତ୍ୟ ନ୍ୟାୟ ଖାଲି ବହିରେ ସୀମିତ ସବୁଆଡେ ଅସ୍ଥି ବୁହା ଏ ।
ମୋବାଇଲ ଶିକ୍ଷା କମ୍ପୁଟର ବିଦ୍ୟା ସବୁ ଏଠି ଫେଲ ମାରିଛି ଶିକ୍ଷା ଅନୁଷ୍ଠାନ ବିଶ୍ଵ ବିଦ୍ୟାଳୟ... ମୋବାଇଲ ଶିକ୍ଷା କମ୍ପୁଟର ବିଦ୍ୟା ସବୁ ଏଠି ଫେଲ ମାରିଛି ଶିକ୍ଷା ଅନୁଷ୍ଠାନ ବିଶ୍ଵ ବି...
ଦେଖେଇବି ଦିନେ ବୁଲେଇକି ତତେ ପାରାଦୀପର ବନ୍ଦର, ଜାହାଜ ମୁକୁଟ ପିଂଧିକି କେମିତି ସୁନ୍ଦର ଦି ଦେଖେଇବି ଦିନେ ବୁଲେଇକି ତତେ ପାରାଦୀପର ବନ୍ଦର, ଜାହାଜ ମୁକୁଟ ପିଂଧିକି କେମିତି ...
କପୋତର ମାତା ଧାନ ଖୁଦ କୁଣ୍ଡା ପୁରାଇ ଦେଖିଲା ତାର ଚାଉଳ ରଖିଲା ମାଣକୁ ଦେଖିଲା ପୂରଣ ହେଲା ସେର । କପୋତର ମାତା ଧାନ ଖୁଦ କୁଣ୍ଡା ପୁରାଇ ଦେଖିଲା ତାର ଚାଉଳ ରଖିଲା ମାଣକୁ ଦେଖିଲା ପୂରଣ ହେଲା...
ଆଜି ଆମେ ଛୋଟ ହେବୁ କାଲି ବଡ ଉଡିବୁରେ ଆକାଶରେ କର୍ମ କରି ଯିବୁ ସଦା ବୀର ପରି ନାଁ ରହିଥିବ ମାଟିରେ ।। ... ଆଜି ଆମେ ଛୋଟ ହେବୁ କାଲି ବଡ ଉଡିବୁରେ ଆକାଶରେ କର୍ମ କରି ଯିବୁ ସଦା ବୀର ପରି ନାଁ ର...
ମୁଁ ଏବେ ବି ମନେରଖିଚି ସେ ବଢେଇ ଆଉ ଚାରି ଖଟ ଖୁରା ଗପ, କଞ୍ଚନ ଝିଅ ଆଉ ରଜାପୁଅ କଥା । ମୁଁ ଏବେ ବି ମନେରଖିଚି ସେ ବଢେଇ ଆଉ ଚାରି ଖଟ ଖୁରା ଗପ, କଞ୍ଚନ ଝିଅ ଆଉ ରଜାପୁଅ କଥା ।
କାଳିଆ ବିଲେଇ ଘଷିହେଲା ଆସି ମିଆଉଁ ମିଆଁଉ ହେଇ, ଘୁଡୁ ଘୁଡୁ ହେଲା ବୁଢାର ଚାଦର ଭିତରେ ଶୋଇଲା ଯାଇ କାଳିଆ ବିଲେଇ ଘଷିହେଲା ଆସି ମିଆଉଁ ମିଆଁଉ ହେଇ, ଘୁଡୁ ଘୁଡୁ ହେଲା ବୁଢାର ଚାଦର ଭିତରେ ଶୋଇ...
କେତେ ଥର ତୁମେ ଦେଇଛ ଜୀବନ ଦାନ ? ଏ ଜୀବନ କାଳେ ନ ଭୁଲିବି କେବେ । ମାଆ ତୁମେ ଥିଲ ବୋଲି ବଞ୍ଚିଛି ମୁଁ ଆଜି ।। କେତେ ଥର ତୁମେ ଦେଇଛ ଜୀବନ ଦାନ ? ଏ ଜୀବନ କାଳେ ନ ଭୁଲିବି କେବେ । ମାଆ ତୁମେ ଥିଲ ବୋଲି ବଞ...