Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ranjulata Behera

Comedy Children

4  

Ranjulata Behera

Comedy Children

ଚିକିଲ୍ ଚିକା

ଚିକିଲ୍ ଚିକା

1 min
182



ଇକିଲ୍ ମିକିଲ୍ ଚିକିଲ୍ ଚିକା

ମୂଷା ନାହିଁ ମୂଷି ଖେଳୁଛି ଏକା  ।


ବିଲେଇଟେ କାହୁଁ ଆଇଲା ଧାଇଁ 

ମୂଷିକୁ ଦେଖିଣ ରହିଲା ଚାହିଁ  ।


ଏତେ ବଡ ଜୀବ ଦେଖି ନ ଥିଲା

ଏକଲୟେ ମୂଷି ଚାହିଁ ରହିଲା  ।


ଖୁଦ ଧରି ମୂଷା ତକ୍ଷଣେ ଠିଆ 

ବିଲେଇକୁ ଦେଖି ହଜିଲା ହିଆ  ।


ବିନୟେ ମୂଷା ଛାଡି ଦିଅ କହିଲା 

ଦୟାଳୁ ବିଲେଇ ଦୂରେଇ ଗଲା  ।


Rate this content
Log in

Similar oriya poem from Comedy