STORYMIRROR

GAGAN KUMAR DASH

Romance

3  

GAGAN KUMAR DASH

Romance

ଫୁଟା ଯୌବନରେ

ଫୁଟା ଯୌବନରେ

1 min
232


ଶୋଇ ଯାଅ ପ୍ରିୟା ମୋର

ଗ୍ରୀଷ୍ମ ଆସିଲାଣି

ପ୍ରଚଣ୍ଡ ସୂର୍ଯ୍ୟରେ ଆଜି

ମୋ ମନର 

ଝରକା ଭାଙ୍ଗିଲାଣି ।


ପୋଡିଦେବ ଜିଜ୍ଞାସାକୁ

ଜାଳିଦେବ ପରିଚୟ

ହଜିଯିବ ସତ୍ତା ।


ଶାନ୍ତ ସୂର୍ଯ୍ୟ ଆସିବା ପୂର୍ବରୁ

ଅନେକ ବିଳମ୍ବ ହେବ

ପଶ୍ଚିମ ଆକାଶ ସୂର୍ଯ୍ୟର ।


ଜହ୍ନ ଫେରିବା ପୂର୍ବରୁ

ଆସ ଲୁଚି ଯିବା

ଆମେ ନିରବୀତ ପ୍ରତୀକ୍ଷାରେ

ବଞ୍ଚିବାର ନିଶା ନେଇ ।


ମୁଁ ଆଜି ନିଃସ୍ଵ

ତୁମ ପାଇଁ

ଏକା ଏକା ଫୁଟା ଯୌବନରେ ।



Rate this content
Log in

Similar oriya poem from Romance