STORYMIRROR

GAGAN KUMAR DASH

Romance

3  

GAGAN KUMAR DASH

Romance

ଫୁଲ ସେ ତ

ଫୁଲ ସେ ତ

1 min
178


ଫୁଲ ସେ ତ ପୁଜାରୀର 

ଠାକୁର ସଜ୍ଜାରେ

ଫୁଲ ସେ ତ ପ୍ରେମିକର 

ପ୍ରେମିକା ନିମନ୍ତ୍ରଣରେ

ଫୁଲ ସେ ତ ଗଣିକାର 

ସଜଡା ଯୋଡ଼ାରେ

ଫୁଲ ସେ ତ ମନ୍ତ୍ରୀଙ୍କର 

ସ୍ୱାର୍ଥର ଗଳାରେ

ଫୁଲ ସେ ତ ଗଛର 

ସୌନ୍ଦର୍ଯ୍ୟ ବୃଦ୍ଧିରେ

ଫୁଲ ସେ ତ ଭ୍ରମରର 

ମଧୁ ଶୋଷିବାରେ

ଫୁଲ ସେ ତ ପାଗଳର 

ଅଯଥା ପ୍ରଳାପ ଭିତରେ

ଫୁଲ ସେ ତ

ମୋ ପରି କବିର

ନିଆଁ ଝୁଲଟିଏ

ପୋଡା ଅଙ୍ଗାରରେ

ଲୁଚିଥିବା ଅଗ୍ନିର ଶିଖାରେ ।




Rate this content
Log in

Similar oriya poem from Romance