Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Renuka Samal

Inspirational

2  

Renuka Samal

Inspirational

ଫ୍ରି ଇଣ୍ଡିଆ

ଫ୍ରି ଇଣ୍ଡିଆ

1 min
29


ଦିଅ ମୋତେ 

ଇସାରା ଟିକକ, ଭରି ଯାଉ ମନ

ଦେବାପାଇଁ ଜାଳି, ବିଶ୍ୱେ ଯେତେ କାଳି

ଆଉ ବିଭସ୍ଛ ବିକୃତ ଓ ବିଭିଷିକା ରୂପି ରାକ୍ଷସ।

ଶାନ୍ତି ର ଦେଶ ମୋ ବିଶ୍ୱ ଦରବାରେ

ତୁମେ ଯେତେ କଳଙ୍କିତ କୀଟ

ଦଂଶିତ କର ଆଜି ଏ ମାନବ ସମାଜ

କରି ଯେତେ ବୋମାର ବର୍ଷଣ

କରୋନା ଅବା ସଂନ୍ତ୍ର।ସବାଦର।

ଲହୁଣୀ ଠୁ ନରମ ଲୁହା ଠାରୁ ଶକ୍ତ

ଆମ ଦେଶ ଏ ଭାରତ ବର୍ଷ ।

ମୁକ୍ତ ଭାବେ ଭାବର ବିକାଶ

ମୁକ୍ତ ଏଠି ମାଟି ଠୁ ଆକାଶ,

ନାଚି ଗାଇ ବିତୁଛି ଜୀବନ

ବିଶ୍ୱ ଯାହା ଅତିବ ନଗନ,

ସ୍ୱଚ୍ଛ ଆଉ ଶାନ୍ତି ମୟ ପ୍ରାଣ ।


                     


Rate this content
Log in

Similar oriya poem from Inspirational