STORYMIRROR

Durjyodhan Barik

Inspirational

3  

Durjyodhan Barik

Inspirational

ଫଳନ୍ତି ବୃକ୍ଷ ନଇଁ ପଡନ୍ତି

ଫଳନ୍ତି ବୃକ୍ଷ ନଇଁ ପଡନ୍ତି

1 min
213

ନିକିତି ତଉଲ ସାନ ବଡକୁ

ଭାରି ହୁଏ ଯିଏ ଯାଏ ତଳକୁ ।


ଫଳନ୍ତି ବୃକ୍ଷ ଟି ତଳକୁ ଝୁଲେ,

ସୁଖିଲା ଗଛଟା ନୁହେଁ ତା ତୁଲେ ।


ଛୋଟ ଛୋଟ ମୀନ କୂଳେ ଖେଳନ୍ତି

ବଡ ମାଛ ମାନ ତଳେ ଲୁଚନ୍ତି । ।


ଜ୍ଞାନୀ ଗୁଣୀ ବେଶି ନମ୍ର ରୁହନ୍ତି

ମୂର୍ଖ ଲୋକ ମାନେ ଗାଲୁ ମାରନ୍ତି ।


ସାଧୁ ସନ୍ଥ ଭଳି ହୋଇବା ଭଲ,

ତେବେ ଯେ ବୁଝିବ ଜୀବନ ମୂଲ୍ୟ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational