Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suresh chandra Padhy

Romance

3  

Suresh chandra Padhy

Romance

ପହିଲି ପ୍ରେମର ଛୁଆଁ

ପହିଲି ପ୍ରେମର ଛୁଆଁ

1 min
652


ପହିଲି ପ୍ରେମ ରେ ଯେବେ ମୁଁ ପଡିଲି

ତା କଥା ଭାବି ଭାବି ସବୁ ତ ଭୁଲିଲି ।


ତା ପ୍ରେମ ଭାରି ନିଆରା ଲାଗୁଛି

ମୋ ମନ କୁ ସିଏ ଚୋରି କରିଛି ।


ଯେବେ ସେ ମୋ ସାଥେ ମିଶିଲା

ଲାଜ ଲାଜ ଆଖିରେ ମୋତେ ଚାହିଁଲା ।


ନାଲି ନାଲି ଓଠରେ ଭଲ ପାଉଛି କହିଲା

ତା କଥା ଶୁଣି ମନ ମୋ ଚହଲି ଗଲା ।


ତା ପରି ସୁନ୍ଦରୀ ମୋ ଜୀବନେ ଆସିଲା

ମୋ ପାଖରେ ସେ ଚୁପି ଚୁପି ବସିଲା ।


ତା କୋମଲ ହାତ କୁ ମୋ କନ୍ଧ ରେ ପକାଇଲା

ତା ମିଠା ଛୁଆଁ ରେ ପ୍ରେମିକ ମୋତେ କଲା ।


ଯେବେ ତାର ଫହିଲି ସ୍ଵର୍ସ ମୁ ଅନୁଭବ କଲି

ତା ପ୍ରେମରେ ରହି ତାକୁ ଝୁରି ହେଲି ।


Rate this content
Log in

Similar oriya poem from Romance