STORYMIRROR

shibaram dalai

Romance Others

4  

shibaram dalai

Romance Others

ପହିଲି ବର୍ଷା

ପହିଲି ବର୍ଷା

1 min
345

ଓଃ କି ବର୍ଷା 

ପହିଲି ବର୍ଷା ରେ ଭିଜିବାକୁ

ଭାରି ମନେ ହେଉଛି ।

ମୁଁ କହିଲି ଭିଜନା

କିଏ ବା ମନା କରୁଛି

ସେ କହିଲା ନା

ମୋତେ ଭାରି ଡ଼ରଲାଗୁଛି

କାଳେ ଦେହଟା

ଖରାପ ହେଇଯିବ

ଏତେ ଡର ଯଦି

ବର୍ଷାକୁ ଭଲପାଅ କାହିଁ

ତା ପରେ ଆମେ ଦୁହେଁ

ଭିଜେଇ ଚାଲିଲୁ 

ସାରା ରାତି ଦେହ ଆଉ ମନକୁ

ସେହି ପହିଲି ବର୍ଷାରେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance