Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Anil kumar Pradhan

Romance

4.9  

Anil kumar Pradhan

Romance

ଫଗୁରେ ଫଗୁଣ ପ୍ରିୟା

ଫଗୁରେ ଫଗୁଣ ପ୍ରିୟା

1 min
169


ଅଦେଖା ପ୍ରିୟା ମୋ'

ଅଦିନ ହୋଲିରେ

ଓଦା ହୃଦୟ ଶୁଷ୍କ ମନରେ

ଫଗୁର ଫଗୁଣ ବର୍ଷାରେ

ଭିଜିବାକୁ ଯେବେ କୁହେ ,

ମୋ'ଶୁଖିଲା ତରୁରେ

ବସନ୍ତର ମାଦକତାରେ

କୋଇଲିର ସୁରେ ସୁରେ

ସବୁଜିମାର ବର୍ଣ୍ଣାଳି ବାଢି

ମରୁଭୂମି ମନରେ ଜୁଆର ବହେ ll

ପ୍ରଥମେ ପ୍ରଥମେ

ଚଳମାନ ଯନ୍ତ୍ରେ ,

ହୋଲିରେ ପ୍ରୟାସୀ

ରାଧାକୃଷ୍ଣ ସାଜିବାକୁ ଯେବେ ଲେଖେ

ଆଉ ହଳଦିଆ ରଙ୍ଗ ମାଖେ ,

ସେତେବେଳେ ମନପକ୍ଷୀ ମୋ'

ଆକାଶରେ ଉଡ଼ି ଉଡ଼ି

ଫଗୁର ଆସ୍ତରଣ ତିଆରି କରୁଥାଏ

ପ୍ରେମିକାର ଅଦେଖା ରଙ୍ଗହୀନ ପୃଥିବୀରେ

ତା'ହୋଲିର ଗହନ ପ୍ରେମର ବନେ ll



Rate this content
Log in