STORYMIRROR

SUPRIYA MOHANTY

Abstract

4  

SUPRIYA MOHANTY

Abstract

ଫଗୁଣ ର ରଙ୍ଗ

ଫଗୁଣ ର ରଙ୍ଗ

1 min
208

ଫଗୁଣର ରଙ୍ଗ ଫିକା ଲାଗେ ଆଜି

ତୁମେ ଗଲା ପରେ ପରେ

ବସନ୍ତ ଆସୁଛି ମଳୟ ଛୁଉଁନି

ସ୍ମୃତି ଛଟପଟ କରେ l

ଦିନ ଥିଲା କେତେ ସ୍ୱପ୍ନ ଭରିଥିଲ

ପଗୁଣ ଅବିର ସାଥେ

ଆଖିରେ ଆଖିଏ ରଙ୍ଗ ଭରି ଦେଇ

ରହିଲ କେଉଁ ଗୁପତେ l

ଆଉ କା ଦୁନିଆ ରଙ୍ଗୀନ କରିଛ

ଭସେଇ ମୋତେ ଶ୍ରାବଣେ

ଭାସିଗଲା ପ୍ରେମ ହଜିଗଲା ରଙ୍ଗ

ଯାହା ମାଖିଥିଲ ଦିନେ ।।


Rate this content
Log in

Similar oriya poem from Abstract