STORYMIRROR

Sourav Jal

Romance Fantasy

4  

Sourav Jal

Romance Fantasy

ଫଗୁଣ ପୀରତି

ଫଗୁଣ ପୀରତି

1 min
25


ଫଗୁଣ ଦିନର ପୀରତି ମହନୀ

ନୁରୁଛେ ଆଏଜ ସଙ୍ଗାତ

ଝାର ଜଙ୍ଗଲେ କୁଇଲି ସୁରେ ତାନେ

ଫୁଟଲା ଜାଇ ଫୁଲ ମିତ


ଫଗୁଣ ଆଏଲା ପ୍ରେମ ରଙ୍ଗ ନେଇ

କଅଁଳି ଧୂକା ଦିହେ ମାଖି

ପତର ଝରି ଫେରଗା ପାଆଁଲିବା

ନୂଆ ଫୁଲେ ହଳଦୀ ମାଖି


ଧରତୀ ରସେନ ନୂଆ ଭୁଆସେନ

ସାଗୁଆ ପାଟେ ଲାଲ ଖୁପା

ମହକି ମହକି କହଁରୀ ଯାଉଛେ

ଭମର ସାଙ୍ଗେ ତାର ଦେଖା


ଗହ ଗହ ହେଇ ଆଏଲା ବଉଳ

ଝାର ତରା ନେ କଁହରୁଛେ

ମହୁଲ ରାନୀ ମହୁରୀ ସୁରେ ବୁଡି

କିନ୍ଦିରୀ ଡେଂହକି ନାଚୁଛେ


ଲାଲ ଟହ ଟହ ଫଳସା ସଜନୀ

ଉତକିଲା ପୀରତି ଧରି

ଫଗୁଣ ଆଏଲା ପସରା ମେଲେଇ

ପ୍ରେମ ପୀରତି ଗଡେ ଭରି ।।


Rate this content
Log in

Similar oriya poem from Romance