Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sourav Jal

Others

3  

Sourav Jal

Others

ମୁରଦାର

ମୁରଦାର

1 min
219


ମୁରଦାର କାଏଁ ?

ମୁରଦାର ମାନକର ଇ ସଂସାରେ

ନିଜର ତନ କେ ବୁଡେଇ କରି

ପାଇମି କାଏଁ ଗା ଜୀବନ ଉକିଆ

କିନ୍ଦରୁଛା ଫାଟିଲା ମନ ଧରି ।


କିଏ ବଞ୍ଚିଛ କାଏଁ ?

ଉକିଆ ଜନ ଆର ନାଇନ କାଏଁ

ନାଇନ କାଏଁ ସେ ଧୂରୁବ ତାରା

ଗଂଧବାର ତ କଂହର ନାଇ ହେବାର

ମଲା କାଏଁ ଇ ଜୀବନ ବିଚରା ।


ଜୀବନ କାଏଁଛେ ?

ମୁଡ଼େ ଡେଙ୍ଗରଇ ମାଏଟ ଭିତରେ

ତାପି ହେଲାନ କାଏଁ ଇ ଜୀବନ

ଫିରଭୀ ଖୁଜି ମରିମି ଜୀବନ ଖୁଜା

ଫାଟି ଯିବା କାଏଁ ଇ ଟାଣ ଫଖନ ।


ମଲାନ କାଏଁ ?

ଜୀବନ ବି ଦେଖିକରି ବାଇବିଛ

ମଲା କାଏଁ ବୋଲି ଦଉଛେ ହସି

ରକତ ପୁରା ଶୂନ ପଡିଯାଇଛେ

କିନ୍ଦଇରିଲେନ ଚାଁଟି ଦିହେ ନେ ଆସି ।


କାଇ ଗୁଡା କାଏଁ ?

ଜୀବନ ଡ଼ଙ୍ଗାନେ କଣା କେନ୍ତା ହେଲା

କାଇଗୁଡା କାଏଁ ଧସକି ଗଲା

ଆର ବେଳ ଉଦବା ଭାଏଲ

ଉଦଳା ସୁରଜ ତ ଦେଖି ନାଇ ହେଲା ।


ହଲିଗଲା କାଏଁ ?

ଚାଲୁଥିଲା ବାଂକ୍ତି ତାଂକ୍ତି ରାସ୍ତା ନେ

ଜୀବନ ପାଏଦ ହଲିଗଲା କାଏଁ

ପାଏଦ ନେ କଣ୍ଟା ଖୁପିଗଲା କାଏଁଜେ

ପରଛା ପାଏଦ ଅଟକି ଗଲା କାଏଁ ।



Rate this content
Log in