STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Abstract

2  

ନାୟକ ଅକ୍ଷୟ ରାଜହସ୍ତୀ

Abstract

ଫଗୁଣ ଦେଉଛି ରାଣ

ଫଗୁଣ ଦେଉଛି ରାଣ

1 min
113

କୋଇଲି ଲୋ

ତୁ ଆଉ ଗାଆ ନାଇଁ ଗୀତ

ଏଠି ସବୁରି ହୃଦୟ ରୁକ୍ଷ ଶୁଷ୍କ ପାଷାଣ

ହେ ବସନ୍ତ

ତୁମେ ଆଣନା ମଳୟ

ପ୍ରେମ ଆଜି ରୁଗ୍ଣ ଭଗ୍ନ ଜରାଜୀର୍ଣ୍ଣ

ଆଉ ଡେରି କାହିଁକି

ଶୁଖିଲା ମହାନଦୀ କୂଳେ କୂଳେ

ମୁହଁ କୁ କରି ଅବଗୁଣ୍ଠନ

ଯାଅ ତୁମେ ଫେରି

ଆଉ କେହି ନୁହଁ

ତମକୁ ଫଗୁଣ ଦେଉଛି ରାଣ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract