STORYMIRROR

Sunanda Mohanty

Tragedy

3  

Sunanda Mohanty

Tragedy

ଫେରିପାଇଛି

ଫେରିପାଇଛି

1 min
5

 

ସବୁ ଥାଇ ଆଜି 

ହୁଏ କାଇଁ ଖୋଜି 

ପତ୍ର ମୋ ଯାଇଛି ହଜି 

ପ୍ରିୟକୁ ହେଉଛି ଖୋଜି 

ପ୍ରିୟ ଆଉ ପତ୍ର ମିଶି 

ପ୍ରିୟପତ୍ର ରୁଚିରେ ରାଜି 

ବାପା ଲେଖୁଥିଲେ ପତ୍ର 

ଦେଖି ପଢି ପ୍ରିୟ ନେତ୍ର 

ସେ ପତ୍ର ଗଲାଣି ହଜି 

ପ୍ରିୟ ବୋଲି ଖୋଜି ଖୋଜି 

ଫେରି ମୁଁପାଇଛି ପ୍ରିୟପତ୍ରରାଜି 

ବିକଶି ଉଠିବ ପ୍ରତିଭା ବିରାଜି 

ନୀଳଚକ୍ରବାନା ନୀଳଶଇଳରେ 

କୁତାର୍ଥ ହେବି ମୁଁ ଆଜି 

ନିଦ ମୋ ଯାଇଛି ଭାଜି ।


Rate this content
Log in

Similar oriya poem from Tragedy