Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Krishna Mishra

Romance Fantasy

4.2  

Krishna Mishra

Romance Fantasy

ଫେରିଆସ ସାଥୀ

ଫେରିଆସ ସାଥୀ

1 min
23.3K



 ଜ୍ୟୋସ୍ନା ଭିଜାରଜନୀରେ ତାରକାର ଫୁଲ,

              ହେଲେ, 

 ମୋ ହୃଦୟ କଠୋରୀ ଯେ ଭରା ଅନ୍ଧକାର।

 ଶୂନ୍ୟତା ଗୁଞ୍ଜେ ଏଠି, ଓଜନିଆ ମନ

 ସାଥେ କେହି ନାହିଁ, କରିବାକୁ ଅଶ୍ରୁ ମୋ ମୋଚନ।

 ଫେରିଆସ ସାଥୀ! ପ୍ରତୀକ୍ଷାରେରହିଛି ମୁଁ ତୁମ।


 ସ୍ମୃତି ପଦ ପ୍ରକ୍ଷାଳନେ, ବିତି ନ ଯାଉରାତି,

 ଶୀତଳ ହୁଏନା, ଅପମାନର ତାତି 

 ପିନ୍ଧିଛି ମୁଁ କଣ୍ଟକିତ ମାଳ, ସ୍ଙସାର ମାୟାର

 ଵଞ୍ଚିବି କେମିତି, ଅଙ୍ଗେ ଅଙ୍ଗେ କ୍ଷତ ଯେ ଗଭୀର

ଫେରିଆସ! ପ୍ରତୀକ୍ଷାରେ,ରହିଛି ତୁମର।


ଆଶାର ନଗରୀରେ ମୋ, ବହୁଛି ଯେ ଝଡ଼

 ଜୀବନର ପଣତ ଟି, ଉଡ଼ି ନଯାଉ ମୋର

ବିଳମ୍ବ କରନା ସାଥୀ, ସମୟ ଯେ କିଛି ମୁହୂର୍ତ୍ତର ସାଥେ ନେଇରଙ୍ଗୀନ ପାଲିଙ୍କି, ଆଉ ସ୍ବପ୍ନର ସାଗର

  ଫେରିଆସ! ପ୍ରତୀକ୍ଷାରେରହିଛି ତୁମର !

      


Rate this content
Log in

Similar oriya poem from Romance