STORYMIRROR

Prasanna Kumar Madala

Abstract

3  

Prasanna Kumar Madala

Abstract

ଫାଟକେ ଲଗାଅ ତାଲା

ଫାଟକେ ଲଗାଅ ତାଲା

1 min
11.9K


କରୋନାର କୋପ ହେବନାହିଁ ଲୋପ

ଆହୁରି କି ଷଡ଼ମାସ

ରହିଲେ ଅଚଳ    ଯିବ ସେ ଚଞ୍ଚଳ

କରନାହିଁ ଯାଅଆସ

ପାଶବ ବୃତ୍ତିରେ    ଜ୍ବଳନ୍ତ ହୁତିରେ

ସଭ୍ୟତା ଦିଅଇ ଝାସ

କଲୁ ଯାହା ଭ୍ରମେ  ଦେଇଅଛି କ୍ରମେ

ଚିନ୍ତନେ ଏ' ଅବକାଶ

ହେଲେ ହେଉ ଉପବାସ

ପାପୀ ଏ' ପ୍ରତାପୀ   ସଭିଙ୍କୁ ସନ୍ତାପି

କରିଦେବ ସର୍ବନାଶ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract