STORYMIRROR

PRASANTA KUMAR MAHAPATRA

Romance

2  

PRASANTA KUMAR MAHAPATRA

Romance

ପଦଟିଏ ତୋ ନାଁରେ ପ୍ରିୟା-୩୨

ପଦଟିଏ ତୋ ନାଁରେ ପ୍ରିୟା-୩୨

1 min
114

ତୁମର ଗୋଟିଏ ଚୁମାରେ

ଜାଗିଉଠେ ମୋର

ସୁପ୍ତ ପୌରୁଷ ।

ତୁମର ବାହୁ ବନ୍ଧନୀରେ

ଉତ୍ତପ୍ତ ହୋଇ ଉଠେ

ନିଥର ନିଃଶ୍ଵାସ ।

ତୁମର ନିଷିଦ୍ଧ ପୃଥିବୀ ଭିତରେ

ଆତଯାତ କରିବାକୁ

ଇଚ୍ଛା ହୁଏ

ତମାମ ଆୟୁଷ । 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance