STORYMIRROR

Brundabana Pradhan

Tragedy

3  

Brundabana Pradhan

Tragedy

ପଛକୁ

ପଛକୁ

1 min
205


ଜୀବନରେ ତତେ ଭଲପାଇ 

ମସ୍ତବଡ ଭୁଲ୍ କଲି 

ପ୍ରତି ମୂହୁର୍ତ୍ତରେ ତୋ କଥା ଭାବି

ମୁଁ ଅପଥଗାମୀ ହେଲି। 


ଜୀବନର ସବୁ ସ୍ନେହ ଶ୍ରଦ୍ଧା 

ତୋ ପାଇଁ ସରିଯିବ 

ଜୀବନ ଦୀପ ମୋ କେବେ

ତୋ ପାଇଁ ଏକା ଲିଭିଯିବ। 



ମାନୁଛି ତୁ ମତେ ଏକା 

ଖୁବ୍ ଭଲ ପାଉ 

ତଥାପି କାହିଁକି ଏତେ 

ତୁ ଭାଉ ଖାଉଥାଉ। 


ମୋ ଜୀବନ କୁ ଆସି

ବରବାଦ କଲୁ ତୋ ଜୀବନ କୁ 

ଯା ଛାଡିଦେ ଭୁଲି ଯା ମତେ

ଦେଖନାଁ ଆଉ ଆଉ କେବେ ପଛକୁ ।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy