STORYMIRROR

pranati Mahapatra

Drama

2  

pranati Mahapatra

Drama

ପବିତ୍ର ବନ୍ଧନର ପଥ

ପବିତ୍ର ବନ୍ଧନର ପଥ

1 min
119

ସାତଦୀପ,ଆଠକଳସ

ଦଶଦିଗପାଳ ସାକ୍ଷୀ, ବ୍ରାହ୍ମଣ ବେଦମନ୍ତ୍ର

ହୋମନିଆଁ, ସର୍ବ ସମ୍ମୁଖରେ 

ପୁଣି ସର୍ବସହମତି କ୍ରମେ,

ସାତଜନ୍ମ ନୁହେଁ ବରଂ ଜନ୍ମଜନ୍ମାନ୍ତର ପାଇଁ।

ଅଦେଖା ଅଜଣା

ହେଲେ ଟିକିଏ ଛୁଆଁ ପାଇଁ

ପରରୁ ଆପଣାର।

ଦୁଇ ମନ,ଦୁଇ ଆତ୍ମା, ଦୁଇଟି ଶରୀର

ସବୁଦିନ ପାଇଁ ଏକାକାର ।

ଗାନ୍ଧର୍ବ୍ୟ ବିବାହ ହେଉ ଅବା ଯାହା

ହୋଇଥାଏ ପବିତ୍ର ବନ୍ଧନର 

ଏକମାତ୍ର ପଥ

ବିବାହ।



Rate this content
Log in

Similar oriya poem from Drama