STORYMIRROR

Sunanda Mohanty

Action Fantasy Thriller

3  

Sunanda Mohanty

Action Fantasy Thriller

ପୌରୁଷ

ପୌରୁଷ

1 min
174

ବଳ ବୀର୍ଯ୍ୟ ଓ ସାହସ

ସଦା ହସହସ

ଅଫୁରନ୍ତ ଜୁଆର ଭଟ୍ଟା

ସମୁଦ୍ର ସମ ସେ ମଣିଷ

ଲଙ୍ଘିପାରେ ଗିରି ସମୁଦ୍ର ବକ୍ଷ

ରଖି ରାକ୍ଷୀର ବିଶେଷ

ଅଣଚାଷ ବାଆ ବତାସ ପବନରେ

ରଚେ ଇତିହାସ

ହୋଇପାରେ ନିର୍ବିକାର ଭାବୁକ ଗାଳ୍ପିକ

ନରଖି ରାଗ ଅବା ତିଳେ ଦ୍ୱେଷ

ବାଛିବାରେ ଧୁରନ୍ଧର ରଖି ଦୁଃସାହସ

 ସାଥୀ ସଙ୍ଗେ ଭରା ପୂର୍ଣ୍ଣ କଳସ

ପୁରୁଷର ପୌରୁଷରେ 

ନଥାଏ ଭାଗଶେଷ ଅବା ଅବଶୋଷ

ପୁରୁଷର ପୌରୁଷରେ ଆଦିମତା 

ଯୁଗ୍ମ ଯୌଗିକ ଯୁଗପତ ଅଶେଷ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action