STORYMIRROR

Sunanda Mohanty

Abstract Action Inspirational

4  

Sunanda Mohanty

Abstract Action Inspirational

ମୋ ଦେଶ

ମୋ ଦେଶ

1 min
400


ମୋ ଦେଶ ଭାରତ ବର୍ଷ

ଲେଖିଲା ସ୍ବର୍ଣ୍ଣିମ ଇତିହାସ

ଧନ୍ୟବାଦ ବୈଜ୍ଞାନିକ ଇସ୍ରୋ

ଚନ୍ଦ୍ରୟାନ କଲା ଅବତରଣ

ଜହ୍ନମାମୁଁ ହେଲା ଗାଁ ଓ ଦେଶ

ଲାଗୁପଛେ କିଛି ବର୍ଷ

ଜଗନ୍ନାଥଙ୍କ ଥିଲା ଆଶୀର୍ବାଦ ପାଶ 

ମାମୁଁଘର ଯିବା ଯେପରି ବିଦେଶ

ଗ୍ଲୋବାଲ ପୃଥିବୀରେ ଭାରତର ହସ

ଜୟ ଯବାନ ଜୟ କିଷାନ

ଜୟ ବିଜ୍ଞାନ ଦେଶ ଭାରତବର୍ଷ 

ସଫଳ କୃତିତ୍ୱ ପାଇଁ ଉଡେ ତ୍ରିରଙ୍ଗା

ଦେବୀକୃପା ସରସ୍ବତୀ ଯମୁନା ଗଙ୍ଗା 

ପଥ ହେଲା ନିର୍ମିତ ଚନ୍ଦ୍ର ଦେଶ

ଜୟ ଜଗନ୍ନାଥ ଜୟ ଜଗନ୍ନାଥ

ପ୍ରଣିପାତ କରିବା ସଭିଏଁ ଆସ

ହସୁଛି ଆଜି ବିଶ୍ୱ

ଧରଣୀ ରୁ ଆକାଶ ଉଆସ

ଜହ୍ନମାମୁଁ ଶରଗଶଶୀ ପଡ଼ିଲୁ ଖସି

ଲାଗେ ଭାରି ଉସ୍ୱାସ

ବିଜ୍ଞାନ ବିଜ୍ଞାନୀଙ୍କ ମହତ ଉଦେଶ୍ୟ

ଧୀରେ ଚାଲୁଥିଲେ ସଫଳତା ଅବଶ୍ୟ

ହାତରେ ମିଶାଇ ହାତ ହସିବା ହସ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract