STORYMIRROR

PRIYANKA SAHOO

Abstract

2  

PRIYANKA SAHOO

Abstract

ପାଠର ପ୍ରଥମ ଦିନ

ପାଠର ପ୍ରଥମ ଦିନ

1 min
237

ବିଦ୍ୟା ଯେ ଅମୂଲ୍ୟ ଧନ

ଏକଥା ବୁଝିବାରେ ନଥିଲା ମନ,

କେତେ ମାଡ, ଗାଳି

ରାଗ ,ରୁଷା ପରେ

ବିଦ୍ୟାଳୟ ରେ ପଡିଥିଲା ମୋର ପ୍ରଥମ ପାଦ

ସାଥିରେ ଯାଇଥିଲେ ଜେଜ,

ସେ ବସ୍ତାନି ଧରି ବସିଲେ 

ମୁଁ କରିଲି ସାଙ୍ଗଙ୍କ ସହ ମଉଜ


ଖଡିକୁ ଖାଉଥିଲି ଚୋବେଇ

ସାର୍ ମାଇଲେ କାନ୍ଦେ ବୋବେଇ,

ଝରକା ସେପଟେ ବେଗ୍ ଫୋପାଡ଼ି

ଲୁଚି ଘରକୁ ଯାଏ ପଳେଇ


କେତେ ଦୁଷ୍ଟ ଥିଲି ସେଦିନ,

ଧୀରେ ଧୀରେ ପାଠରେ 

ଲାଗିଲା ମନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract