Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PRIYANKA SAHOO

Others

3  

PRIYANKA SAHOO

Others

ମିଠା ସ୍ମୃତି

ମିଠା ସ୍ମୃତି

1 min
297


ମନରୁ ଲିଭିନି ସେଦିନର ସ୍ମୃତି

ବର୍ଷା ଭିଜା ଜହ୍ନ ରାତି,

ଆଜି ବି ମୋ ଜୀବନ କ୍ୟାଲେଣ୍ଡରରେ

ରଖିଛି ତାକୁ ସାଇତି ।


ନୀଳାଚଳ ଧାମେ ସପରିବାର

କରିଥିଲେ କେତେ ମସ୍ତି,

ନୀଳ ଦରିଆର ଉର୍ମିମାଳା ସାଥେ

ଲଢୁଥିଲେ ଆମେ କୁସ୍ତି ।


 ବେଳାଭୂମିରେ ରାତିଟା ଉଜାଗର

ତୋଳି ବାଲୁକା ମନ୍ଦିର,

ଯେତେ ଥର ଗଢୁଥିଲି ,ଭାଙ୍ଗୁଥିଲା

ଦୁଷ୍ଟ ସାନ ଭାଇ ମୋର ।


ସଜାଡୁ ଥିଲି ଉଜୁଡା ବାଲିଘର

ହସୁଥିଲେ ପରିବାର,

ବାଲୁକା ଶେଯରୁ ଶାମୁକାକୁ ଖୋଜି

ଫେରିଥିଲୁ ଆମେ ଘର ।



Rate this content
Log in