Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

PRIYANKA SAHOO

Others

3  

PRIYANKA SAHOO

Others

ଜନ୍ମସ୍ଥାନ

ଜନ୍ମସ୍ଥାନ

1 min
356


ଆଡୁ ଫଳ ଖାଅ ସାଡୁ ଫଳ ଖାଅ

ଭାତ ପରି କିଏ ହେବ,

ମାଉସୀ ବୋଲାଅ ପିଉସୀ ବୋଲାଅ

ମାଆ ପରି କିଏ ହେବ ।


ପରଦେଶେ ରୁହ ଦୂର ଦେଶେ ରୁହ

ଗାଆଁ ପରି କିଏ ହେବ,

ହଷ୍ଟେଲରେ ରୁହ ମେସ୍ ରେ ବା ରୁହ

ଘର ପରି କିଏ ହେବ ।


ରଜ ଛୁଟି ରେ ଯାଇଥିଲି ଘରକୁ

ଖାଇଲି ପଖାଳ ଶାଗ,

ମାଆ ହାତେ ରନ୍ଧା ପାଖେ ଫିକା ସବୁ

ଲାଗେ ନାହିଁ କିଛି ବାଗ ।


ଜେଜେ ଶୁଣେଇଲେ ରାମାୟଣ ଗୀତା

ଠାକୁମା ର ମିଠା କଥା,

କୁନି ଝିଅଟି ର ଖିଲି ଖିଲି ହସ

ଭାବିଲେ ଲାଗୁଛି ବ୍ୟଥା ।



Rate this content
Log in