STORYMIRROR

Hitesh Mohapatra

Abstract Romance Classics

4  

Hitesh Mohapatra

Abstract Romance Classics

ପାର୍ଥକ୍ୟ

ପାର୍ଥକ୍ୟ

1 min
301

ସୁର୍ଯ୍ୟ ଅସ୍ତ, ସୁର୍ଯ୍ୟ ଉଦୟ ମଧ୍ୟରେ

ପାର୍ଥକ୍ୟ କଣ ଜାଣିଛ

କେବଳ ସୁର୍ଯ୍ୟର ଉପସ୍ଥିତି ।


ଆଉ ତୁମର ଓ ମୋର

ଆଗର ଓ ଏବର ଦେଖାରେ ପାର୍ଥକ୍ୟ

ପ୍ରେମର ଉପସ୍ତିତି ।


କେବେ କେତେବେଳେ ଏ ପ୍ରେମର ଜନ୍ମ

ତାର, ଉତ୍ତର ମୁଁ ଚାହେଁନା

ଚାହେଁନା ତୁମ ଉତ୍ତର

କି, ତୁମେ ମୋତେ ଭଲ ପାଅ ନା ପାଅନା ।


ତୁମ ବିନା ବଞ୍ଛିବା କଥା ଭବିଲେ

କାହିଁ , କେଜାଣି ଏକ ଭୟ

ମନରେ ପଷିଯାଏ ।


ଏ ଭୟ କେତେଜେ ସତ

ତାର ଉତ୍ତର ମୁଁ ଖୋଜିଲେ

ବେଳେ ବେଳେ ପାଏ

ଆଉ ବେଳେ ବେଳେ

ମୁଁ ଭିତରେ ହଜିଯାଏ ।


ତୁମେ ମୋ ସହ କେତେ ବାଟଯାଏ ଅଛ

ତାର ଉତ୍ତର ମୁଁ ଜାଣେନା

କାହିଁ ତୁମ ବିନା ନିଶ୍ୱାସ ନେବାକୁ ମଧ୍ୟ

ମୋତେ ଅର୍ଥ ପୁର୍ଣ୍ଣହୁଏ ମନେ ହୁଏ ନା

ଏ ପ୍ରକାରର ଅନୁଭୁତିକୁ

କେଉଁ ନାମରେ ନାମିତ କରିବି

ତାହା ଭି ଅଜଣା ।


ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

More oriya poem from Hitesh Mohapatra

ପୁଅ

ପୁଅ

1 min വായിക്കുക

ମା ଅଛି

ମା ଅଛି

2 mins വായിക്കുക

କାଳିଆ

କାଳିଆ

1 min വായിക്കുക

ଗରମ

ଗରମ

1 min വായിക്കുക

ତୁ ଆଉ ମୁଁ

ତୁ ଆଉ ମୁଁ

1 min വായിക്കുക

ହକି

ହକି

1 min വായിക്കുക

Similar oriya poem from Abstract