Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Tragedy

3  

Bijay Prusty

Tragedy

ପାପଦୃଷ୍ଟି

ପାପଦୃଷ୍ଟି

1 min
278



ପାପର ପିଆଲା ଓଠରେ ଲଗାଇ

ପୂଣ୍ୟ ମୁଁ ଖୋଜୁଛି ନିତି

ଅଧାଗଢା ମୋର ସ୍ୱପ୍ନର ମହଲ

ସରି ସରି ଆସେ ରାତି I

ନିର୍ଜନ ନିଶିଥ ଅନ୍ତିମ ପ୍ରହର

ସ୍ୱପ୍ନେ ତିନ୍ତିଯାଏ ଆଖି

ପାହାନ୍ତି ସପନ ସତହୁଏ ବୋଲି

କେମିତି କହିବି ସଖି I

ବାତାୟନ ଖୋଲି ବର୍ଷା ମୁଁ ଦେଖୁଛି

ଖୋଜୁଛି ପ୍ରିୟାର ମୁହଁ

ବରଷା ଡାକୁଛି ପାଖକୁ ତାହାର

ଭିଜାଇବ ମୋର ଦେହ I

ସପନ ରଙ୍କା ମୋ ଆଖିତଳୁ ଏବେ

ଶୁଖି ଆସିଲାଣି ଲୁହ

ଝରକା ସେପାଖେ ଦିଶୁଛି କେବଳ

ବର୍ଷାର ଫୁଙ୍ଗୁଳା ଦେହ I


Rate this content
Log in

Similar oriya poem from Tragedy