STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୨

Action Others

2  

ଓଡ଼ିଆ ଗଳ୍ପ ଓ କବିତା - ୨

Action Others

ପାଣି

ପାଣି

1 min
2.6K


ପଶୁ ପକ୍ଷୀଠୁ ମଣିଷ ଯାଏ,

ସଭିଏ ହାଇଂପାଇଁ,

ପାଣି ଟିକିଏ ନପାଅ ଯଦି,

ସତେକି ଜୀବନ ନହିଁ l

ଖରା ବଢିଲା ଶୋଷ ବଢିଲା,

ସଭିଙ୍କ ପାଇଁ କାଳ,

ପଶୁପକ୍ଷୀଯେ ପାଣି ନପାଇ,

ଛାଡୁଛନ୍ତି ଜଙ୍ଗଲ l

ପାଣିର ପାଇଁ ରହେ ପରାଶ,

ଏକଥା ସଭିଏଁ ଜାଣି,

ପଶୁପକ୍ଷୀଙ୍କ ପିଇବା ପାଇଁ,

ସୁବିଧା ଦେବା ଆଣି l

ଅଯଥା ପାଣି ନଷ୍ଟ ନକରି,

ହୋଇବା ସଚେତନ,

ଆମେ ଚେତିଲେ ଚେତାଇ ଦେବା,

କୋଟିଏ ଜନମନ l


Rate this content
Log in

Similar oriya poem from Action