ପାଖେ ପାଖେ ଥା
ପାଖେ ପାଖେ ଥା
ପ୍ରଥମ ପ୍ରେମ ତୁ ମୋର ପ୍ରଥମ ପ୍ରେମିକା,
ତୋ ବିନା ରହି ମୁଁ ପାରେନା ଏକା ଏକା ।
ମୁଁ ଅଛି ତୋ ସାଥେ ମୋତେ ଛାଡ଼ି ତୁ ନ ଯାଆ,
ପାଖେ ପାଖେ ଥାଆ ମୋର ପାଖେ ପାଖେ ଥାଆ ।
ପ୍ରଥମ ପ୍ରେମ ତୁ ମୋର ପ୍ରଥମ ପ୍ରେମିକା,
ତୋ ବିନା ରହି ମୁଁ ପାରେନା ଏକା ଏକା ।
ମୁଁ ଅଛି ତୋ ସାଥେ ମୋତେ ଛାଡ଼ି ତୁ ନ ଯାଆ,
ପାଖେ ପାଖେ ଥାଆ ମୋର ପାଖେ ପାଖେ ଥାଆ ।