Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhisek Mohapatra

Abstract

2  

Abhisek Mohapatra

Abstract

ପାଦଚିହ୍ନ

ପାଦଚିହ୍ନ

1 min
158



ରାସ୍ତାରେ ଖୋଜୁଖୋଜୁ ନିଜକୁ ,

ପାଇଯାଏ କାହା ପାଦଚିହ୍ନ !

ନିଜ ଅସ୍ମିତାକୁ ଜଳାଞ୍ଜଳି ଦେଇ,

ପାଇବାକୁ ଚାହେଁ ପ୍ରୀତି ଭରା ପରଶ ସବୁକିଛି କୁ ହରାଇ !


କାହା ପାଦଚିହ୍ନର ମୋହରେ ଭୂଲିଯାଏ ଆପଣାର ରିପୂ ,

ନିଜ ହୃଦୟ ତଳର କୋହ !

ଠିକ୍ ପାଦଚିହ୍ନ ପରି ଲିଭିପାରେନି ଯାହା ,

ହଜାରେ ଧୋକାର କ୍ଷତ !


ଏସବୁ ତା ହେଲେ କାହାର ପାଦଚିହ୍ନ !

ମୋ ଜେଜେ ନା ଗୋଷ ବାପାଙ୍କର ?

ନା ମୋ ଅଶରୀରା ପ୍ରେମିକାର ?


କାହାର ଏ ପାଦଚିହ୍ନ ?

ଛାଇ ପରି ଚାଲେ ମୋ ସହ ଜୀବନର ଲୀଳା ଆରମ୍ଭରୁ !


କିଏ ଜାଣେ କାହାର ଏ ପାଦଚିହ୍ନ ?


                                            ୦-୦-୦


Rate this content
Log in

Similar oriya poem from Abstract