STORYMIRROR

Sunanda Mohanty

Abstract Classics Inspirational

2  

Sunanda Mohanty

Abstract Classics Inspirational

ପାଦ

ପାଦ

1 min
97

ଯେତେ କର ଯୋଗ 

ପ୍ରକୃତରେ ପାଦ ରେ ହିଁ ଭାଗ୍ୟ 

ଚାଲିନଜାଣି ଦିଅନା ଦୋଷ 

ସେ ଯଦି ଠିକଠାକ ସୁସ୍ଥ ଅଛି 

ସୁଖ ମିଳିବ ଅବଶ୍ୟ 

ପାଦର ସୌନ୍ଦର୍ଯ୍ୟ ଓ ସୁରକ୍ଷା ହିଁ ଭୋଗଭାଗ୍ୟ 

ପାଦ ତଳୁ ପୃଥିବୀ ଖସିଯିବାକୁ ଦିଅନା 

ଭାବାବେଶେ ଅବା ଅବଶୋଷେ ଅବା ରାଗରୋଷେ 

ଅଦୃଶ୍ୟ ପାଦ ସବୁ ଦେଖୁଛି ବୁଲୁଛି ଦଉଛି ଆଶିଷ 

ହାତ ପାଦ ଆଖି ଅଟେ ସର୍ବସ୍ବ 

ଧନରତ୍ନ କିବା ଲୋଡ଼ା ଶରୀର ସୁସ୍ଥ ଥିଲେ 

ସଂପଦବାନ ନାମ ଭାଗ୍ୟ ଲେଖା କପାଳେ ସରସ l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract