Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tapas Tripathy

Romance

4  

Tapas Tripathy

Romance

ଓଠ

ଓଠ

1 min
367


ନୀଳ ଆକାଶ କାହିଁ ଏତେ ଲାଗେ ନିର୍ମଳ 

ଗୋଲାପ ପାଖୁଡ଼ା ପରି ସେ ଓଠ ତୁମ 

ଆଜି ଲାଗେ ମତେ ଭାରି କୋମଳ

ଦୂରେ ଥାଇ ଦେଖୁଛି ମୁଁ ଗାରିମା ତାହାର 

ପାଖେ ବସି ଦେଖିବାକୁ ଇଛା ପ୍ରବଳ ।।


ସବୁକିଛି ଦେଖିଛି ମୁଁ ଦୁନିଆରେ ଶ୍ରେଷ୍ଠ 

ତୁମକୁ ଦେଖିଲେ ସବୁ ଲାଗେ ନଷ୍ଟ ଭ୍ରଷ୍ଟ 

ଦେଖାଦିଅ ଥରେ ମୋତେ କଟିଯିବ ରିଷ୍ଟ 

କହିଦିଅ ଠିକ୍ କରି କଥା ଦିଅ ସ୍ପଷ୍ଟ । ।


ଏମିତି ମିଳନ କେଉଁ ଯୁଗରେ ନ ହେବ 

ଅନିଚ୍ଛା ଯଦି କରିବ ଏମିତି 

ତୁମର ମୋର କେବେ ସଂଯୋଗ ନହେବ

ଥରେ ଯଦି ଦେଖିଦିଏ ତୁମକୁମୁ ସାଥି

ଅକାଳରେ କେବେ ମୋର ବିୟୋଗ ନ ହେବ ।।


Rate this content
Log in

Similar oriya poem from Romance