Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Tragedy Inspirational Thriller

3  

Sunanda Mohanty

Tragedy Inspirational Thriller

ଓମିକ୍ରନ

ଓମିକ୍ରନ

1 min
166


ସାଧାରଣ ମହାମାରୀ ଭାବି 

ରୁହନା ନିଃଶବ୍ଦେ କେବେବି ।

ଟୀକା ନେଇ ହୁଅ ଯୋଦ୍ଧା 

ବିଜୟୀ ହୁଅ ହୋଇ ସିଧା ସାଦା ।

ଲଢୁଆ ଦେଶର ସୈନିକ ଆମେ 

ପଛଘୁଞ୍ଚା ଶିଖିନାହେଁ ଏ ଜନ୍ମେ ।

ଦିନେ ମାରିବାକୁ ହେବ ସତ 

ହେଲେ ମହାମାରୀ ଭୟରେ ନୁହେଁ ଗୁପ୍ତେ ।

ବଢ଼ାଇ ଆପଣା ଭିତରେ କଟକଣା 

ନୋହିବା କେବେ ବାଟ ମାରାଣା ।

ଆମେ ଲଢୁଆ ବୀର ସୈନିକ 

ପଛଘୁଞ୍ଚା ନାହିଁ ବୀର ଜାତକ ।

ଧର୍ଯ୍ୟ ସାହସ ଶକତି ବଳେ 

ଜିଣିବା ତୃତୀୟ ଲହର କଉଶଳେ ।

ଟୀକା ନେବା ବୁଷ୍ଟର ଡୋଜ 

କିଶୋରଙ୍କୁ ଟୀକା ଦେବାକୁ ହୋଇବା ସଜ ।

ଆଉ ସବୁ ଯେଉଁ ଥିଲା ନୀତିନିୟମ 

ପାଳିବା ଧନ୍ୟ ହୋଇବ କରମ ।

ଆଗଚଲା ଅବା ଡରକୁ ତଡି 

ଆଣିବା ବିଜୟ ସଂସାରେ ଭିଡି ।

ଜ୍ଞାନ ଗାରିମାର ସଦୁପଯୋଗ 

ହୋଇଲେ ଓମିକ୍ରନ ଛାଡି ଯିବ ଟି ଆଗ ।

ଏହି କଥା ସବୁ ବିଶ୍ୱାସ ସାଥେ 

ନିଶ୍ୱାସ ନେବାକୁ ଏଇ ଜଗତେ ।


Rate this content
Log in

Similar oriya poem from Tragedy