STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Abstract

2  

ନାୟକ ଅକ୍ଷୟ ରାଜହସ୍ତୀ

Abstract

ଓଲଟ ପାଲଟ

ଓଲଟ ପାଲଟ

1 min
142

ମାଛି କି ମ 'କହୁ ନଥିବା ଝିଅ ସେ

ପୁଣି ନିଇତି ଲାଜ ଲାଜ ମୁହଁ

ଦି ଚାରି ଜଣ ଲୋକ ଥିଲେବି

ସେଇ ବାଟ ଦେଇ

ଚାଲି ବା ଭାରି ମୁସ୍କିଲ୍

ବେଳେବେଳେ ଅଜାଣତରେ ପାଦ ଦୁଇଟି

ଝୁଣ୍ଟି ପଡ଼ନ୍ତି ଶୁଖିଲା ଭୂଇଁ ରେ

ଆଉ କେବେ ଆଖି ପାଖ କୁ ହାତ ଉଠି ଯାଏ

ନାକ କୁଣ୍ଡାଏ, ବାଆଁ ରେଇ ହୋଇ ଚାଲୁଥାଏ

ସେ ଆଉ କେହି ନୁହଁ

ସେ ହେଉଛି ଅଠର ନମ୍ବର ଗଳି ର ସାଧାସିଧା ଝିଅ

ହେଲେ ସବୁ କିଛି ସରି ଗଲା

ବାହା ପାଞ୍ଜି ବଇରି ସାଜିଲା

ତା ନ ହୋଇ ଥିଲେ ଏଇ କେଇ ଦିନ ତଳେ

ଗାଆଁ ଲେଉଟାଣି ହେବା ପର ଦିନ ମଝି ଦାଣ୍ଡରେ

ଖାଲି ଠୋ ଠୋ ହେଇ ହସି ଥାନ୍ତା

ଲାଜ ବୋଲି ଟିକେ ବି ନ ଥିଲା

ଛାଡି ଦେଇ ଆସିଲା କୌ ଗୋଟେ ତିଥିରେ

ବୋଲି ଲୋକେ କୁହାକୁହି ହେଉଥିଲେ

ଆଉ ବି ସେ ବିଷୟରେ ଅଧିକ ସୂଚନା ଦେବା ବି ଭଲ ନୂହେଁ

ଖାଲି ଏତିକି କି ଜାଣିଥାଅ ସେ ଆଉ କେହି ନୁହ

ସେ ମୋ ସ୍ତ୍ରୀ ର ସାନ ଭଉଣୀ

ମାଉସୀ ଝିଅ ଦୂର ସମ୍ପର୍କୀୟ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract