Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Ranjita Das

Tragedy

3  

Ranjita Das

Tragedy

ଓଜୋନ ସ୍ତର ହ୍ରାସ

ଓଜୋନ ସ୍ତର ହ୍ରାସ

1 min
273


ସମୟ ଥାଉ ଥାଉ ବାନ୍ଧେ ତୁ ବନ୍ଧ

ସମୟ ଥାଉ ଥାଉ ମିଶା ତୁ କାନ୍ଧରେ କାନ୍ଧ |


ସହସ୍ର ସହସ୍ର କ୍ଷତ ଆଜି ମୋରି ଦେହେ ,

ମୋ ସୁରକ୍ଷା କବଚର କ୍ଷୟ ଆଜି 

କେତେ ଯାତନା ମୁଁ ସହେ |


ମୋ ସୁରକ୍ଷାର ଚିନ୍ତା ନାହିଁ କାହାକୁ 

ମୋ ଦୁଃଖର କଥା କହିବି ଆଉ କାହାକୁ |

ମୋ ସୁରକ୍ଷା କବଚର କ୍ଷୟ 

ପାଇଁ ତୁ ହିଁ ଦାୟୀ |

ସେ ପ୍ରତି ତୋର କିବା ନିଘା ଆଜି ନାହିଁ |


ମୋ ସୁରକ୍ଷା କବଚର ଚିନ୍ତା ତତେ ଘାରିଲେ ଯାଇ 

ବଞ୍ଚିବାର ନୂଆ ରାସ୍ତା ପାଇ ପାରିବୁରେ ତୁହି |


Rate this content
Log in