Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Priyanaka daya Kari nema kyha

Classics

3  

Priyanaka daya Kari nema kyha

Classics

ଓଡ଼ିଆ ସାହିତ୍ୟ ମହୋତ୍ସବ -ରାମାୟଣରୁ ପଦେ

ଓଡ଼ିଆ ସାହିତ୍ୟ ମହୋତ୍ସବ -ରାମାୟଣରୁ ପଦେ

1 min
202



ଏହା ଶୁଣ ଜନେ, ଯେଉ କଥା କହୁଛି ବଖାଣି,

ଦଶରଥ ରାଜ୍ୟରେ ପଡିଲା ତେର , ବର୍ଷ କାଳ ମରୁଡି ପୁଣି ।


ଶନି ଦଶା ପଡିଲାରୁ ଗଲା ସବୁ ଲୀନ,

ହୋଇ ଫଳି ଲାନି ଫଳ,

ଚାରି ଆଡେ ଖାଲି ଟାଙ୍ଗରା ଭୂଇଁ,

ନାହିଁ ଟିକେ ଜଳ ।




ଦେଖି ପ୍ରଜାମାନଙ୍କ ଦୁର୍ଦ୍ଦଶା , ମନେ

ମନେ କଲେ ଚିନ୍ତା ଗଲେ,

ସ୍ୱର୍ଗ ପୁର କୁ ଭେଟିବାକୁ,

ଗ୍ରହ ରାଜ ସେ ଶନି ଦେବତା ।




ଶନି ଦେଖିଲେ ଦିବ୍ୟ ଦୃଷ୍ଟି,

ଚାହିଁ ଦେଲେ କ୍ଷେଣେ,

ନେତ୍ରେ ପାତାଳ ଗାମୀ ଦଶରଥ,

ଧର୍ମ ବଳେ ଜ ଟା ଉ ଧରିଲା ହାତ ।



କହିଲା ବୁଝାଇ ସେ ଜ ଟା ଉ,

ଆରେ ରାଜନ ବୁନ୍ଧି ସୁନ୍ଧି ନାହିଁ,

କି ଆଉ ଯିଏ ନାତି ର ବି,

ଛାଡି ନ ଥିଲା ନୟନ ।





କହିଲେ ସୃତି , ବାକ୍ୟରେ ଡାକି ଡାକି,

ଭୋଦେବ ଶନିଶ୍ଚର ଟି,

ସେହି ଦିନ ଠାରୁ ଦଶରଥ ଙ୍କର,

ଜଟା ଉ ବୋଲଇ ଲେ ମିତ୍ର ଟି ।




ଅଯୋଧ୍ୟା ର ରାଜନ କଲେ ହିଁ,

ସେହିପରି ଯେମନ୍ତ ପକ୍ଷୀ ରାଜ,

ଥିଲେ ବତାଇ, ହେଲେ ବାରେ,

ଶନି ଶାନ୍ତି ବୋଲଇ ଏକ ବାକ୍ୟଟି ।



ଯାଆ ରାଜନ ରାଜ୍ୟ ଫଳିବ ସ୍ବର୍ଣ୍ଣ,

ତୁମର ହେବ ନନ୍ଦନ,

ଯାହା ଈଶ୍ୱର ଙ୍କ ପରି ଛାୟା

ନେବ ତୋ, ବାସେ ଜନ୍ମ ।



ଆନନ୍ଦ ମନ ରେ ଫେରିଲେ ସେ,

ରାଜନ ପାଇଛନ୍ତି କି କୋଟି,

ରତ୍ନ, ମହାନ ରୁଷି ବର ଙ୍କୁ ଡକାଇ,

ଯଂଜ୍ଞ ର କଲେ ଆୟୋଜନ ।


Rate this content
Log in

Similar oriya poem from Classics