Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Suresh chandra Padhy

Inspirational

3  

Suresh chandra Padhy

Inspirational

ଓଡ଼ିଆ ନବ ବର୍ଷ

ଓଡ଼ିଆ ନବ ବର୍ଷ

1 min
214


ଆମ ଓଡ଼ିଆ ନବ ବର୍ଷ ପଣା ସଂକ୍ରାନ୍ତି ହୋଇଛି

ମହାବିଷୁବ ସଂକ୍ରାନ୍ତି ଏହାକୁ ଜଗତ କହୁଛି ।


ଏହି ଦିନ ଆମ ଓଡ଼ିଆଙ୍କ ଖୁସିର ଦିନ

ନବ ବର୍ଷର ନୂଆଁ ଦିନର ହୁଏ ଆଗମନ ।


ଇଂରାଜି ନବ ବର୍ଷ କୁ ସଭିଏଁ ମନେ ରଖନ୍ତି

ଆମ ଓଡ଼ିଆ ନବ ବର୍ଷ କୁ ଭୁଲି ଯାଆନ୍ତି ।


ଆମ ଭାଷା ଆମ ସଂସ୍କୃତି ସବୁଠି ନିଆରା

ଆମ ଭିତରେ ରହିଅଛି ପ୍ରେମର ଭାଇଚାରା ।


ଏହି ମହାନ ପର୍ବ ଓଡ଼ିଆ ପାଳନ୍ତି

ମେରୁ ପର୍ବ ନାମେ ଲୋକେ ଡାକନ୍ତି ।


ଏହି ଦିନ ବୀର ହନୁମାନ ଙ୍କ ହୁଏ ଜୟନ୍ତୀ

ପ୍ରତି ସ୍ଥାନରେ ଭକ୍ତ ମାନେ ପାଳନ୍ତି ।


ଜଳ ଛତ୍ର ସବୁଠି ଖୋଲା ଯାଏ

ଦେବତାଙ୍କୁ ପଣା ଅର୍ପଣ କରା ଯାଏ ।


ଆସ ଆମେ ଏହି ପର୍ବର ମହତ୍ତ୍ବ ବୁଝିବା

ଆମେ ପରସ୍ପରକୁ ଓଡ଼ିଆ ନବ ବର୍ଷର ଶୁଭେଚ୍ଛା ଦେବା ।


Rate this content
Log in

Similar oriya poem from Inspirational