Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ramani Kanta Sahu

Classics Inspirational Others

4.3  

Ramani Kanta Sahu

Classics Inspirational Others

ନୂଆଖାଇ ତିହାର୍

ନୂଆଖାଇ ତିହାର୍

1 min
215



ଧୋବ୍ ଫର୍ ଫର୍ କାଏସ୍ ଫୁଲ୍

ଲହରୀ ମାରୁଛେ ପବନେ

ଆମର୍ ତିହାର୍ ବଡ୍  ତିହାର୍

ଆଇଛେ ପଞ୍ଚମୀ ଲଗ୍ ନେ ।


ବାଟ୍ ଘାଟ୍ ସଫା ରଫା,ଘର୍ ଦୁଆର୍ ଲିପା ଘସା

ସଜ୍ ବାଜ୍ ଚାଲିଛେ ଉସତ୍ ମନେ

ମାଁ ସମଲେଇ ପୁଜା କର୍ ମା

ନୁଆଁ ଲଗାମା ମାର୍ ଠାନେ ।


ନୁଆଁ ଧାନ୍ ,ନୁଆଁ ଖାନା ,ନୁଆଁ ପିନ୍ଧ୍ ନା

ନୁଆ ବିଚାର୍ ,ନୁଆଁ ଭାବ୍ ନା ମନେ

ରାଗ୍ ରିସମି ପାସ୍ ରି ଦେମା

ମିଲିମିଶି ନୁଆଁ ଖାଏମା ଏକାଠାନେ ।


ବଡ଼୍ ବଡ଼୍ କା ,ସିଆନ୍ ସୁଜନ୍ କେ କର୍ ମା ନୂଆଖାଇ ଜୁହାର୍

ସାନ୍ ମାନ୍ କୁ ସେନେହ ଦେଵାର୍ ପରଵ୍ ଆଏ ଇ ତିହାର୍

ଯୁଗ୍  ଯୁଗ୍ ତକ୍ ଅମର୍ , ଆମର୍ ଭାବର୍ ବନ୍ଧନ୍

ଆସ ମିଲିମିଶି ମନାମା ନୂଆଖାଇ ତିହାର୍ ।


ଭାବ୍ ଦିଆନିଆ, ମେଲନ୍ ମେସନ୍ ପରବ୍ ନୂଆଖାଇ ତିହାର୍

ଭାବର୍ ବନ୍ଧନ୍ କେ ବର୍ କସ୍ କର୍ ସି ଆମର୍ ତିହାର୍

ଭାଇ ଚାରାର୍ ବାର୍ତା ଦେଶି ଆମର୍ ତିହାର୍

ଆମର୍ ପରବ୍ ଆମର୍ ଗରବ୍ ଆ ଏ ନୂଆଖାଇ ତିହାର୍ ।


Rate this content
Log in

Similar oriya poem from Classics