STORYMIRROR

Bijaya Kumar Swain

Inspirational

4  

Bijaya Kumar Swain

Inspirational

ନୂଆଖାଇ ଭେଟ ଘାଟ🙏🙏🙏ନୂଆ ମନ ନ

ନୂଆଖାଇ ଭେଟ ଘାଟ🙏🙏🙏ନୂଆ ମନ ନ

1 min
465

ନୂଆଖାଇ ଭେଟ ଘାଟ


ନୂଆ ମନ ନେଇ ଆସେ ନୂଆଖାଇ

 ସବୁ ଲାଗେ ନୂଆଁ ନୂଆଁ

ନୂଆ ଆଶା ନେଇ ହସୁଛେ ଧର୍ତି

  ହସୁଛେ ଏ ମାଟି ମାଁ।


ନୂଆଁ ଚାଉଳ ରେ କେତେ ପିଠା ପଣା

  ମହ ମହ ବାସେ ଘର

ଆନନ୍ଦ ଉତ୍ସବ ଲାଗେ ଛେ ସବୁଠିଁ

 ଆହା ଲାଗେ କି ମଧୁର୍।


ଗୁରୁ ଗୁରୁଜନ ଆଶୀର୍ବାଦ ପାଇଁ

  ଲଘୁଜନ ଆସେ ଧାଇଁ

ଭବିଷ୍ୟତ ପରା ଉଜ୍ବଳ ହୋଇବ

 ସେ କଥା କହି ନୁହଁଇ।


ଜଗତଜନନୀ ମା ସମଲେଇ

  ଜୁହାର ତା ପାଦ ଟଲେ

ତା କୃପା ହୋଇଲେ ଯେତେ ଦୁଃଖ ଶୋକ

  ପାର ହୋଇଯିବା ହେ ଳେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational